Language Section

 

 

 

 

 

 

Dictionary : View_page

ID Main Word Content
1241 ଅଚିରାଭା
  1. Achirābhā (ସଂ.ବି.)ବିଦ୍ୟୁତ୍; ବିଜୁଳି Lightning.
1242 ଅଚିରେ
  1. Achire (ସଂ.ଅ.) -  ଅବିଳମ୍ବେ; ଅଚିରେ; ଅତି ଶୀଘ୍ର Shortly; immediately after.
  2. ହଠାତ୍ All on a sudden.
  3. ତତ୍କ୍ଷଣାତ୍ Instantaneously.
1243 ଅଚିହ୍ନରା
  1. Achihnarā  (ଦେ.ବିଣ.) ଅଗ୍ରାହକ (ବ୍ୟକ୍ତି); ଯେଉଁ ବ୍ୟକ୍ତି ଅନ୍ୟର ଗୁଣ ଚିହ୍ନିପାରେ ନାହିଁ  A person who is incapable of appreciating good qualities in others.
  2. ଅଯୋଗ୍ୟ Incompetent.
  3. ଯେଉଁ ବଣିଆ ସୁନା, ମଣି ଆଦି ପରଖ କରିବାରେ ବିଚକ୍ଷଣ ନୁହେ  A goldsmith who is not an expert tester of gold & gems.
  • ଚିହ୍ନରା (ବିପରୀତ)
1244 ଅଚିହ୍ନା

Also : [ ଅଚିନା ]

  1. Achihnā (ଗ୍ରା.ବିଣ.)ଅପରିଚିତ; ଅଜ୍ଞାତ Unknown; strange.
  2. ଅଜ୍ଞେୟ  Unknowable.
  3. ଯେଉଁ ରୋଗକୁ କେହି ଚିହ୍ନିପାରେ ନାହିଁ  Undiagnosed; unrecognisable (disease).
  4. ଯେଉଁ ଲୋକ ଅନ୍ୟକୁ ଚିହ୍ନି ନ ପାରେ  Incapable of recognising other.
  5. (ଗ୍ରା.ବି.) - ଯେଉଁ ରୋଗକୁ ଚିକିତ୍ସକ ଲକ୍ଷଣାଦିଦ୍ୱାରା ଚିହ୍ନିପାରେ ନାହିଁ A disease which cannot be diagnosed.
1245 ଅଚିହ୍ନିତ
  1. Achihnita (ସଂ.ବିଣ.) - ଯହିଁରେ କୌଣସି ଚିହ୍ନ ବା ମାର୍କା ନ ଥାଏ Unmarked.
  2. ଅପରିଚିତ  Unacquainted; strange.
  3. ଯାହାକୁ କେହି ଚିହ୍ନେ ନାହିଁ Unrecognised.
Page 249 of 687



expoodisha.com

 

Other Dictionary