Language Section

 

 

 

 

 

 

Dictionary : View_page

ID Main Word Content
1231 ଅଚିନ୍ତ୍ୟ

Also : [ ଅଚିନ୍ତନୀୟ ]

  1. Achintya (ସଂ.ବିଣ.) - ଯାହା ଚିନ୍ତା କରାଯାଇ ନ ପାରେ; ଚିନ୍ତାତୀତ; ଚିନ୍ତାର ଦୁରଧିଗମ୍ୟ; ଅଭାବନୀୟ Unthinkable.
  2. କଳ୍ପନାତୀତ Unimaginable.
  3. ଅବୋଧ୍ୟ Incomprehensible.
1232 ଅଚିର
  1. Achira (ସଂ.ବିଣ.) - କ୍ଷଣିକ; ଅଳ୍ପକାଳସ୍ଥାୟୀ  Short lived; momentary; brief.
  • ଅଚିରା (ସ୍ତ୍ରୀ)
1233 ଅଚିରଚିରା
  1. Achirachirā (ଦେ.ବିଣ.) ଅତର୍ଚ୍ଛିଆ; ଯେଉଁ ବ୍ୟକ୍ତି କୌଣସି ଭୟଙ୍କର ଘଟନା ଦେଖିଲେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଚିରିଚିରାଏ ବା ଚିତ୍କାର କରି ଉଠେ A person who howls out when bewildered or frightened.
  • ଅଚିରଚିରେଈ (ସ୍ତ୍ରୀ)
1234 ଅଚିରତ୍ବିଷ
  1. Achiratwisha (ସଂ.ବି.) - (ଯାହାର ତେଜ କ୍ଷଣସ୍ଥାୟୀ) ବିଦ୍ୟୁତ୍; ବିଜୁଳି  Lightning.
1235 ଅଚିରଦ୍ୟୁତିଃ

Also : [ ଅଚିରପ୍ରଭା, ଅଚିରରୋଚିଃ,  ଅଚିରତ୍ବିଷ ]

  1. Achiradyutiḥ (ସଂ.ବି.)  - ବିଦ୍ୟୁତ୍; ବିଜୁଳି Lightning.
Page 247 of 687



expoodisha.com

 

Other Dictionary