Odia Dictionary
Back
ଅଚିନା
Also : [ ଅଚିହ୍ନା ]
- Achinā (ଗ୍ରା.ବିଣ.) - ଅପରିଚିତ; ଅଜ୍ଞାତ Unknown; strange.
- ଅଜ୍ଞେୟ Unknowable.
- ଯେଉଁ ରୋଗକୁ କେହି ଚିହ୍ନିପାରେ ନାହିଁ Undiagnosed; unrecognisable (disease).
- ଯେଉଁ ଲୋକ ଅନ୍ୟକୁ ଚିହ୍ନି ନ ପାରେ Incapable of recognising other.
- (ଗ୍ରା.ବି.) - ଯେଉଁ ରୋଗକୁ ଚିକିତ୍ସକ ଲକ୍ଷଣାଦିଦ୍ୱାରା ଚିହ୍ନିପାରେ ନାହିଁ A disease which cannot be diagnosed.