| 1201 |
ଅଚଳପକ୍ଷ |
- Achaḻapaksha (ଦେ.ବି.) ଚଳତ୍ ଶକ୍ତି ରହିତ ଅବସ୍ଥା Inability to move.
- ସାଂସାରିକ କର୍ମ ଚଳାଇବା ଶକ୍ତିରହିତ ଅବସ୍ଥା Want of means to conduct worldy matters.
- ଅତି ଗରିବ ଅବସ୍ଥା Poor or pennyless condition.
- ନିରାଶ୍ରୟ ଅବସ୍ଥା Helpless condition.
|
| 1202 |
ଅଚଳଶିରୀ |
- Achaḻaṡirī (ଗ୍ରା.ପଦ୍ୟ.ବି.) - ଅସୀମ ସମ୍ପତ୍ତି Vast wealth.
- ଅକ୍ଷୟ ସୌଭାଗ୍ୟ Unchangeable prosperity.
- ପର୍ବତରେ ଲୁଚିବାର ଭାଗ୍ୟ Luck of hiding in the mountain caves.
|
| 1203 |
ଅଚଳା |
- Achaḻā (ସଂ.ବିଣ.) - ଅଚଳର ସ୍ତ୍ରୀଲିଙ୍ଗ Feminine of Achaḻa.
- (ସଂ.ବି.) - ପୃଥିବୀ The earth.
|
| 1204 |
ଅଚଳାଚଳ |
- Achaḻāchaḻa (ଦେ.ବିଣ.) - ବହୁ; ପ୍ରଭୁତ; ଅଗଣିତ Immense. (ଯଥା -ଅଚଳାଚଳ ସମ୍ପତ୍ତି)
|
| 1205 |
ଅଚଳା ଲକ୍ଷ୍ମୀ |
Also : [ ଅଚଳାଚଳ ଲକ୍ଷ୍ମୀ, ଅଚଳାଚଳ ସମ୍ପତ୍ତି, ଅଚଳା ସମ୍ପତ୍ତି ]
- Achaḻā Lakshamī (ସଂ.ବି.) - ଅକ୍ଷୟ ଐଶ୍ୱର୍ଯ୍ୟ Unchangeable prosperity.
- ଯେଉଁ ସମ୍ପଦ କେବେ କମିଯାଏ ନାହିଁ Prosperity which never diminishes.
- (ଦେ.ବି.) - ବହୁଧନ Immense wealth.
- ପ୍ରଭୂତ ସମ୍ପତ୍ତି Vast wealth.
|