| 1196 |
ଅଚଳଧୃତି |
- Achaḻadhṛuti (ସଂ.ବି.) - ସଂସ୍କୃତ ଛନ୍ଦୋବିଶେଷ Name of a sanskrit metre.
|
| 1197 |
ଅଚଳନ |
- Achaḻana (ସଂ.ବି.) - ଗତିରାହିତ୍ୟ Absence of motion.
- ଅସଦାଚାର Bad conduct.
- ଅକ୍ରିୟା Evil act.
|
| 1198 |
ଅଚଳନ୍ତି |
- Achaḻanti (ଦେ.ବିଣ.) - ଅଚଳ; ଯାହା ସ୍ଥାନାନ୍ତରକୁ ଚାଳିତ ହୋଇ ନ ପାରେ Fixed; which cannot be moved. (ଯଥା - ଅଚଳନ୍ତି ପ୍ରତିମା)
- ସ୍ଥାବର Immovable. (ଯଥା -ଅଚଳନ୍ତି ସମ୍ପଦ)
- ଯାହା ବ୍ୟବସାୟରେ ଚଳି ନ ପାରେ Uncurrent. (ଯଥା - ଅଚଳନ୍ତି ଟଙ୍କା)
|
| 1199 |
ଅଚଳନ୍ତି ପ୍ରତିମା |
- Achaḻanti pratimā (ଦେ.ବି.) - ଯେଉଁ ଦେବବିଗ୍ରହ ବା ପ୍ରତିମା ଅତି ବଡ଼ ଓ ଭାରୀ ଥିବାରୁ ଯାତ୍ରାଦି ଉପଲକ୍ଷରେ ସ୍ଥାନାନ୍ତରିତ ହୋଇ ପାରେ ନାହିଁ Immovable image of a Deity.
|
| 1200 |
ଅଚଳନ୍ତି ସମ୍ପତ୍ତି |
- Achaḻanti sampatti (ଦେ.ବି.) - ସ୍ଥାବର ସମ୍ପତ୍ତି; ଭୂସମ୍ପତ୍ତି; ଜମିବାଡ଼ି Immovable property; landed property.
|