Language Section

 

 

 

 

 

 

Dictionary : View_page

ID Main Word Content
1191 ଅଚର୍ଚ୍ଚା

Also : [ ଅଚରଚା ]

  1. Acharchchā  (ସଂ.ବି.) ପୂଜାର ଅଭାବ Want of veneration
  2. ଉପଯୁକ୍ତ ସମ୍ମାନର ଅଭାବ  Want of proper respect
  3. ଉପଯୁକ୍ତ ଆତିଥେୟତାର ଅଭାବ Want of proper hospitality
  4. ସମ୍ୟକ୍ ଆଲୋଚନାର ଅଭାବ Want of exercise or discussion
  5. (ଦେ.ବିଣ.) - ଅପୂଜିତ Not adored
  6. ଅସମ୍ମାନିତ Disrespected
  7. ଅନାଦୃତ Slighted.
1192 ଅଚଳ
  1. Achaḻa (ସଂ.ବିଣ.) - ଗତିରହିତ Motionless
  2. ଚଳତ୍ଶକ୍ତିହୀନ  Immovable; unable to move
  3. ଯେଉଁ କାର୍ଯ୍ୟ ପରିଚାଳିତ ହୋଇ ନ ପାରେ (work) Incapable of being carried on
  4. ଅକ୍ଷମ; ଅସମର୍ଥ Unable to do any work
  5. ଅପ୍ରଚଳିତ Not current
  6. ଦୋଷଯୁକ୍ତ Faulty
  7. (ସଂ.ବି.) - ପୃଥିବୀ The earth
  8. ପର୍ବତ Mountain
  9. ବୃକ୍ଷ Tree
  10. ଶିବ Ṡiba.
  11. ବ୍ରହ୍ମ The Supreme Soul.
  12. ଆତ୍ମା The soul.
  13. କୀଳା; ଶଙ୍କୁ A pillar; pin.
  14. (ଦେ.ବି.) - କାର୍ଯ୍ୟ ନ ଚଳିବା ଅବସ୍ଥା A stage in which matters do not progress.
  15. ଅଭାବ Want.
  16. (ଦେ.ବିଣ.) ଯେ ସମାଜରେ ଚଳେ ନାହିଁ; ସମାଜଚ୍ୟୁତ Excommunicated.
  17. ଅସ୍ପୃଶ୍ୟ; ଅଛୁଆଁ (ଜାତି) Untouchable (caste).
  • ଅଚଳା (ସ୍ତ୍ରୀ)
1193 ଅଚଳକୀଳା
  1. Achaḻakīḻā (ସଂ.ବି.) - (ପର୍ବତ ଅଟେ କୀଳା ଯାହାର)  ପୃଥିବୀ The earth.
1194 ଅଚଳଚଳ
  1. Achaḻachaḻa (ଦେ.ବି.) - କାର୍ଯ୍ୟ ନ ଚଳିବା ଅବସ୍ଥା ଓ ଚଳିବା ଅବସ୍ଥା; ଅସମୟ ସମୟ  Bad and good times.
  2. ଅଭାବ ଓ ପ୍ରାଚୁର୍ଯ୍ୟ Times of plenty and of want.
1195 ଅଚଳଜାତି
  1. Achaḻajāti [(ଦେ.ବି.) - ଅସ୍ପୃଶ୍ୟ ଜାତି Untouchable caste.
  2. ପାଣି ଅଛୁଆଁ ଜାତି; ଯେଉଁ ନୀଚ ଜାତୀୟ ଲୋକଙ୍କ ଛୁଆଁ ପାଣିକୁ ବ୍ରାହ୍ମଣାଦି ଉଚ୍ଚ ଜାତିମାନେ ବ୍ୟବହାର କରିବା ନିଷିଦ୍ଧ  Low caste, the water touched by whom is not used by high caste people.
Page 239 of 687



expoodisha.com

 

Other Dictionary