Language Section

 

 

 

 

 

 

Dictionary : View_page

ID Main Word Content
1181 ଅଚକ୍ଷୁଃ
  1. Achakshuḥ (ସଂ.ବିଣ.) - ନେତ୍ରହୀନ; ଅନ୍ଧ Eyeless; blind
  2. ଯେଉଁ ଜୀବମାନଙ୍କୁ ଈଶ୍ୱର ଦୃଷ୍ଟିଶକ୍ତି ଦେଇ ନାହାନ୍ତି (animals) Not endowed with the sense of vision
  3.  (ସଂ.ବି.)  - କୁତ୍ସିତ ଚକ୍ଷୁ A bad eye.
1182 ଅଚକ୍ଷୁର୍ବିଷୟ
  1. Achakshurbishaya (ସଂ.ବିଣ.)  -  ଅଗୋଚର Invisible
  2. ଯାହା ଆଉ ଦେଖାଯାଉ ନାହିଁ No longer within the reach of the eyes.
1183 ଅଚକ୍ଷୁଷ୍କ

Also : [ ଅଚକ୍ଷୁଃ, ଅଚକ୍ଷୁ ] 

  1. Achakshushka  (ସଂ.ବିଣ.) - ଚକ୍ଷୁହୀନ; ଅନ୍ଧ Blind
  • ଅଚକ୍ଷୁଷ୍କା ( ସ୍ତ୍ରୀ)
1184 ଅଚଞ୍ଚଳ
  1. Achan̄chaḻa  (ସଂ.ବିଣ.)  -  ସ୍ଥିର; ଦୃଢ଼ Steady; calm
  2. ଅଚପଳ Not hasty; not wavering.
  • ଅଚଞ୍ଚଳା (ସ୍ତ୍ରୀ)
1185 ଅଚଞ୍ଛା
  1. Achan̄chhā (ଦେ.ବିଣ.) - ଅଚଞ୍ଛା (ଅତଞ୍ଛା); ଯାହା ତଞ୍ଛା ହୋଇ ନାହିଁ (ଯଥା - ଭୂମି, ବାଡ଼ି ଇତ୍ୟାଦି) Unscraped (e.g. land; stick).
Page 237 of 605



expoodisha.com

 

Other Dictionary