| 1171 |
ଅଙ୍ଘ |
- Aṅgha (ସଂ.) - ଅଧୋଗତି କରିବା To go down.
- ଗତି କରିବା To move.
- ଆରମ୍ଭ କରିବା To commence.
- ଯାତ୍ରା କରିବା To set out.
- ନିନ୍ଦା କରିବା To blame.
- କୌଣସି କାର୍ଯ୍ୟକୁ ତରବର କରି କରିବା To hasten.
- ଆଗ ପଛ ନ ବିଚାରି ହଠାତ୍ କହିବା To speak hastily.
- ପାପ Sin.
- ମନ୍ଦ; ଅଶୁଭ Evil.
|
| 1172 |
ଅଙ୍ଘଃ |
- Aṅghah (ସଂ.ବି.) - ନୈତିକ ଅବନତି Moral degradation.
- ପାପ Sin.
- ମନ୍ଦ; ଅଶୁଭ Evil.
|
| 1173 |
ଅଙ୍ଘ୍ରି |
- Aṅghri (ସଂ.ବି.) - (ଯାହାଦ୍ୱାରା ଗତି କରାଯାଏ) ପାଦ; ଚରଣ; ଗୋଡ଼ Leg.
- ବୃକ୍ଷର ମୂଳ Foot of a tree; part of the trunk just above the ground.
- ଗଛର ଚେର The root of a tree.
- ଶ୍ଳୋକର ଚରଣ ବା ପାଦ; ଶ୍ଳୋକର ଏକ ଚତୁର୍ଥାଂଶ A line of a quartet.
- ପୀଢ଼ାର ବଇଠି Foot of a seat.
|
| 1174 |
ଅଙ୍ଘ୍ରିପ |
Category : [ Plant ]
- Aṅghripa (ସଂ.ବି.) - ( ଯେ ପାଦଦ୍ୱାରା ପିଏ) ପାଦପ; ବୃକ୍ଷ; ଗଛଲତା Tree; plant.
|
| 1175 |
ଅଙ୍ଘ୍ରିପର୍ଣ୍ଣୀ |
Also : [ ଅଙ୍ଘ୍ରିବଲ୍ଲି, ଅଙ୍ଘ୍ରିବଲ୍ଲିକା ]
Category : [ Plant ]
- Aṅghriparṇṇī (ସଂ.ବି.) - (ଯାହାର ପାଦରେ ବା ମୂଳରେ ପତ୍ର ଥାଏ) ପୃଶ୍ନିପର୍ଣ୍ଣୀ ଲତା; କୃଷ୍ଣପନ୍ନୀ ଲତା A plant; Hedysarum Lagopodiodes.
|