Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଚକ୍ଷୁଃ
Achakshuḥ
(ସଂ.ବିଣ.) -
ନେତ୍ରହୀନ; ଅନ୍ଧ Eyeless; blind
ଯେଉଁ ଜୀବମାନଙ୍କୁ ଈଶ୍ୱର ଦୃଷ୍ଟିଶକ୍ତି ଦେଇ ନାହାନ୍ତି (animals) Not endowed with the sense of vision
(ସଂ.ବି.)
- କୁତ୍ସିତ ଚକ୍ଷୁ A bad eye.