| 1161 |
ଅଙ୍ଗୁଳିସନ୍ଧି |
- Aṅguḻisandhi (ସଂ.ବି.) - ଦୁଇ ଆଙ୍ଗୁଠିର ମଝି ସ୍ଥାନ; ଆଙ୍ଗୁଠିସନ୍ଧା The space between two fingers.
|
| 1162 |
ଅଙ୍ଗୁଳିସ୍ଫୋଟନ |
Also : [ ଅଙ୍ଗୁଳିମୋଟନ ]
- Aṅguḻisphoṭana (ସଂ.ବି.) - ଅଙ୍ଗୁଳି ଫୁଟାଇବା କର୍ମ The snapping of the finger-tips; the cracking of the finger-joints.
|
| 1163 |
ଅଙ୍ଗୁଳୀକ |
Also : [ ଅଙ୍ଗୁଳୀୟ ]
- Aṅguḻīka (ସଂ.ବି.) - ମୁଦି Finger-ring.
|
| 1164 |
ଅଙ୍ଗୁଷ୍ଠ |
Also : [ ଅଙ୍ଗୁଷ୍ଠା, ଅଙ୍ଗୁଷ୍ଠି ]
- Aṅgushṭha (ସଂ.ବି.) - ହାତର ବୁଢ଼ା ଆଙ୍ଗୁଠି The thumb.
- ଗୋଡ଼ର ବୁଢ଼ା ଆଙ୍ଗୁଠି The great toe.
- ବୁଢ଼ା ଆଙ୍ଗୁଠିର ଚଉଡ଼ା ବାଗର ପରିସର; ୩/୪ ଇଞ୍ଚ Breadth of the thumb about 3/4 of an inch.
|
| 1165 |
ଅଙ୍ଗୁସ୍ତାନା |
Also : [ ଅଙ୍ଗୁଷ୍ଠାନା, ଅଙ୍ଗୁସ୍ତାନ, ଅଙ୍ଗୁସ୍ଥାନା, ଅଙ୍ଗୁଳିତ୍ର ]
- Aṅgustanā (ଦେ.ବି.) - ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.
- ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି A finger-protector used by archers as a protection against the striking of bow-strings.
|