Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଙ୍ଗୁଳିତ୍ର
Aṅguḻitra
(ସଂ.ବି.) -
(ଯାହା ଅଙ୍ଗୁଳିକୁ ଆଘାତକୁ ରକ୍ଷା କରେ)
ଅଙ୍ଗୁଳିକୁ ରକ୍ଷା କରିବା ପାଇଁ ବ୍ୟବହୃତ ଆବରଣ A covering for protecting the fingers; a finger-protector.
ଦସ୍ତାନା Gloves.
ଅଙ୍ଗୁସ୍ତାନା
- ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.
ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି A finger-protector used by archers as a protection against the striking of bow-strings.