| 1156 |
ଅଙ୍ଗୁଳିମୁଖ |
- Aṅguḻimukha (ସଂ.ବି.) - ଆଙ୍ଗୁଠିର ଅଗ The tip of the finger; finger-tip.
|
| 1157 |
ଅଙ୍ଗୁଳିମୁଦ୍ରା |
Also : [ ଅଙ୍ଗୁଳିମୁଦ୍ରିକା ]
- Aṅguḻimudrā (ସଂ.ବି.) - ନାମାଙ୍କିତ ମୁଦି A signet ring; a seal ring.
- ଦେବପୂଜାରେ ବ୍ୟବହୃତ ଅଙ୍ଗୁଳିମାନଙ୍କ ଦ୍ୱାରା ରଚିତ ମୁଦ୍ରାବିଶେଷ A figure made by the fingers during worship.
- ଆଙ୍ଗୁଠିରେ ପିନ୍ଧାଯିବା ମୁଦି A finger-ring.
|
| 1158 |
ଅଙ୍ଗୁଳିମୋଟନ |
- Aṅguḻimoṭana (ସଂ.ବି.) - ଅଙ୍ଗୁଳି ଫୁଟାଇବା କର୍ମ The act of snapping the finger joints or two finger-tips.
|
| 1159 |
ଅଙ୍ଗୁଳିସଙ୍କେତ |
Also : [ ଅଙ୍ଗୁଳିଠାର ]
- Aṅguḻisaṅketa (ଦେ.ବି.) - ମନୋଭାବ ବ୍ୟକ୍ତ କରିବା ପାଇଁ ଅଙ୍ଗୁଳିର ଭିନ୍ନ ଭିନ୍ନ ପ୍ରକାରେ ଚାଳନ; ସଙ୍କେତ Signs made by the fingers.
- ଏକ ପ୍ରକାର ଠାର; ଅଙ୍ଗୁଳିମାନ ଭିନ୍ନ ଭିନ୍ନ ପ୍ରକାରେ ଚାଳନ କରି ଦୁଇ ଜଣଙ୍କର ଭାବ ଆଦାନ ପ୍ରଦାନ କରିବା ପ୍ରକ୍ରିୟା A system of finger-signals.
|
| 1160 |
ଅଙ୍ଗୁଳିସନ୍ଦେଶ |
Also : [ ଅଙ୍ଗୁଳିଠାର, ଅଙ୍ଗୁଳିସଙ୍କେତ ]
- Aṅguḻisandeṡa (ଦେ.ବି.) - ମନୋଭାବ ବ୍ୟକ୍ତ କରିବା ପାଇଁ ଅଙ୍ଗୁଳିର ଭିନ୍ନ ଭିନ୍ନ ପ୍ରକାରେ ଚାଳନ; ସଙ୍କେତ Signs made by the fingers.
- ଏକ ପ୍ରକାର ଠାର; ଅଙ୍ଗୁଳିମାନ ଭିନ୍ନ ଭିନ୍ନ ପ୍ରକାରେ ଚାଳନ କରି ଦୁଇ ଜଣଙ୍କର ଭାବ ଆଦାନ ପ୍ରଦାନ କରିବା ପ୍ରକ୍ରିୟା A system of finger-signals.
|