Language Section

 

 

 

 

 

 

Dictionary : View_page

ID Main Word Content
1126 ଅଙ୍ଗିନୀ
  1. Aṅginī (ସଂ.ବିଣ.) ଅଙ୍ଗୀର ସ୍ତ୍ରୀଲିଙ୍ଗ  Feminine of Aṅgī.
  2. Aṅgī (ଅଙ୍ଗୀ) (ସଂ.ବିଣ.)ଅଙ୍ଗବିଶିଷ୍ଟ Having limbs.
  3. ଯାହାର ଅବୟବ ଅଛି Organic; having organic parts.
  4. ଶରୀରୀ; ଦେହୀ  Embodied; corporeal.
  5. ବହୁ ଉପାଦାନରେ ଗଠିତ Composed of component parts.
  6. ପ୍ରଧାନ; ମୁଖ୍ୟ Chief.
  7. (ସଂ.ବି.)ବହୁ ଉପାଦାନରେ ଗଠିତ ବସ୍ତୁ; ଯୌଗିକ ବସ୍ତୁ A compound; an organic matter.
1127 ଅଙ୍ଗିର
  1. Aṅgira (ଦେ.ବି.) - ଋଷିବିଶେଷ; ସପ୍ତର୍ଷି ମଧ୍ୟରୁ ଏକତମ Name of a sage.
  2. (ସଂ) - ଅଗ୍ନି; ନିଆଁ Fire.
  3.  ବିଦ୍ୟୁତ୍; ବିଜୁଳି Lightning. 
1128 ଅଙ୍ଗିରସ୍‌

Category : [ Name ]

  1. Aṅgiras (ସଂ.ବି.)  ଋଷିବିଶେଷ; ସପ୍ତର୍ଷି ମଧ୍ୟରୁ ଏକତମ  Name of a sage.
  2. ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର ସପ୍ତର୍ଷିମଣ୍ଡଳର ଲାଞ୍ଜର ମୁଣ୍ଡଆଡ଼ୁ ଗଣାଯିବା 3ୟ ନକ୍ଷତ୍ର  The star Alioth (Epsilon) in the constellation Ursa; major; or the Great Bear.
  3. (ଜ୍ୟୋତିଷ) ବୃହସ୍ପତି ଗ୍ରହ  The planet Jupiter.
1129 ଅଙ୍ଗିରା

Also : [ ଅଙ୍ଗିରସ୍‌ ]  | Category : [ Name ]

  1. Aṅgirā (ସଂ.ବି.)  ଋଷିବିଶେଷ; ସପ୍ତର୍ଷି ମଧ୍ୟରୁ ଏକତମ  Name of a sage.
  2. ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର ସପ୍ତର୍ଷିମଣ୍ଡଳର ଲାଞ୍ଜର ମୁଣ୍ଡଆଡ଼ୁ ଗଣାଯିବା 3ୟ ନକ୍ଷତ୍ର  The star Alioth (Epsilon) in the constellation Ursa; major; or the Great Bear.
  3. (ଜ୍ୟୋତିଷ) ବୃହସ୍ପତି ଗ୍ରହ  The planet Jupiter.
1130 ଅଙ୍ଗିରି

Category : [ Name ]

  1. Aṅgiri (ଦେ.ବି.) -  ମୟଦାନବପୁରର ନିକଟବର୍ତ୍ତୀ ପର୍ବତବିଶେଷ Name of a mythological mountain.
Page 226 of 605



expoodisha.com

 

Other Dictionary