Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଙ୍ଗିରସ୍
Category :
[ Name ]
Aṅgiras
(
ସଂ.ବି.)
-
ଋଷିବିଶେଷ; ସପ୍ତର୍ଷି ମଧ୍ୟରୁ ଏକତମ Name of a sage.
ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର ସପ୍ତର୍ଷିମଣ୍ଡଳର ଲାଞ୍ଜର ମୁଣ୍ଡଆଡ଼ୁ ଗଣାଯିବା 3ୟ ନକ୍ଷତ୍ର The star Alioth (Epsilon) in the constellation Ursa; major; or the Great Bear.
(ଜ୍ୟୋତିଷ)
ବୃହସ୍ପତି ଗ୍ରହ The planet Jupiter.