Language Section

 

 

 

 

 

 

Dictionary : View_page

ID Main Word Content
971 ଅଙ୍କବୃଦ୍ଧି

Category : [ Mathematics/Arithmetic]

  1. Aṅkabṛuddhi (ସଂ.ବି.)ମିଶାଣ ବା ଗୁଣନ ଦ୍ୱାରା କୌଣସି ସଂଖ୍ୟାର ବୃଦ୍ଧି  (ବିପରୀତ - ଅଙ୍କହରଣ) (arithmetic) The increasing of a number by addition or multiplication.
972 ଅଙ୍କମାଳ
  1. Aṅkamāḻa (ସଂ.ବି.)ଆଲିଙ୍ଗନ; କୁଣ୍ଢାଇବା Embrace.
973 ଅଙ୍କମାଳିକା
  1. Aṅkamāḻikā (ସଂ.ବି.) - ଆଲିଙ୍ଗନ Embrace.
  2. ଛୋଟ ଦ୍ୱାର   A small necklace.
974 ଅଙ୍କମୂଖ
  1. Aṅkamukha (ସଂ.ବି.) - ସମସ୍ତ ବିଷୟର ସୂଚନା ଦିଆଯାଇଥିବା ନାଟକର ପ୍ରଥମାଙ୍କ The introductory act of a drama giving clue to the whole plot.
975 ଅଙ୍କରାନ୍ତି

Also : [ କଣ୍ଟକାରିକା ] 

Category : [ Plant ]

  1. Aṅkarānti (ଦେ.ବି.) -  (କଣ୍ଟକଯୁକ୍ତ ଲଟାଳିଆ ଗୁଳ୍ମ) ଭେଜିବାଇଗଣ Solanum. Xanthocarpum (plant).

     [ ଦ୍ର ] ଏହା ଦୁଇ ପ୍ରକାରର। କୃଷ୍ଣ ଏବଂ ଶ୍ବେତ। କଣ୍ଟକାରୀ/ଚନ୍ଦ୍ରହାସା/ଲକ୍ଷ୍ମଣା /ଚନ୍ଦ୍ରପୁଷ୍ପା/କଟେରୀ ନାମରେ ପରିଚିତ। ଏହା କାଶ ଜ୍ଜର, ମୁଣ୍ଡବ୍ୟଥା, ଶ୍ବାସ, ମୁର୍ଚ୍ଛା, ମୁତ୍ର ରୋଗର ଅବ୍ଯର୍ଥ ଔଷଧ।
Page 195 of 605



expoodisha.com

 

Other Dictionary