Language Section

 

 

 

 

 

 

Dictionary : View_page

ID Main Word Content
976 ଅଙ୍କରେଖା
  1. Aṅkarekhā (ସଂ.ବି.)(ଲୁଗା ବା ରୁମାଲ ଆଦିର) ରଙ୍ଗିନ ଧାଡ଼ି Coloured border or hem (of a cloth). 
977 ଅଙ୍କଲକ୍ଷ୍ମୀ
  1. Aṅkalakshmī (ସଂ.ବି.) -  (ଅଙ୍କ ବା କୋଳର ଲକ୍ଷ୍ମୀସ୍ୱରୂପା ବା ଅଙ୍କରଶୋଭା) ସ୍ତ୍ରୀ; ପତ୍ନୀ Wife; consort.
978 ଅଙ୍କଲୋଡ଼୍ୟ

Category : [ Plant ]

  1. Aṅkaloṟḍ̠ya (ସଂ.ବି.) ଶାକଗୁଳ୍ମବିଶେଷ  A herbaceous plant.
  2. ଅଦା Ginger.
979 ଅଙ୍କଶାୟୀ
  1. Aṅkaṡāyī (ସଂ.ବିଣ.) କୌଣକି ବ୍ୟକ୍ତିର କ୍ରୋଡ଼ରେ ଶୋଇବା (ବ୍ୟକ୍ତି) (a person) Resting on the bosom of another.
  • ଅଙ୍କଶାୟିନୀ (ସ୍ତ୍ରୀ)
980 ଅଙ୍କଶୋଭୀ
  1. Aṅkaṡobhī (ସଂ.ବିଣ.) ଯେ କ୍ରୋଡ଼ ବା ଅଙ୍କରେ ବସିବା ଦ୍ୱାରା ଅଙ୍କର ଶୋଭାବର୍ଦ୍ଧନ କରେ; ଅଙ୍କମଣ୍ଡନକାରୀ  (a person) Gracing the bosom of another.
  • ଅଙ୍କଶୋଭିନୀ (ସ୍ତ୍ରୀ)
Page 196 of 605



expoodisha.com

 

Other Dictionary