| 981 |
ଅଙ୍କହରଣ |
Category : [ Mathematics ]
- Aṅkaharaṇa (ସଂ.ବି.) - (ଗଣିତ) ଫେଡ଼ାଣ ବା ହରଣ ଦ୍ୱାରା କୌଣସି ସଂଖ୍ୟାର ହ୍ରାସକରଣ (arithmetic) The decreasing of a number or figure by subtraction or division.
|
| 982 |
ଅଙ୍କା |
- Aṅkā (ଦେ.ବି.) - (ଅଙ୍କନ) ଚିହ୍ନ ଦେବା Marking.
- ଲେଖନ Writing.
- ଚାରି ପାଖେ ଅଙ୍କି ବା ବାଡ଼ ଦିଆଯାଇଥିବା ସ୍ଥାନ (a place) Fenced on all sides.
|
| 983 |
ଅଙ୍କାଅଙ୍କି |
- Aṅkāaṅki (ଦେ.ବି.) - ନାନାପ୍ରକାର ଅଙ୍କନକ୍ରିୟା Various acts of drawing.
|
| 984 |
ଅଙ୍କାଇବା |
- Aṇkāibā (ଦେ.କ୍ରି.) - ଅଙ୍କିବାର ଣିଜନ୍ତରୂପ Causative form of Aṅkibā.
- ଅଙ୍କନ କରିବା; ଚିତ୍ରଣ କରିବା To draw a figure.
- ଚିତ୍ରର ସୀମାରେଖା ଟାଣିବା To delineate; to draw the contours.
- ଲେଖିବା To write.
|
| 985 |
ଅଙ୍କାଗତ |
- Aṅkāgata (ସଂ.ବିଣ.) - ଅଯାଚିତୋପସ୍ଥିତ; ଯାହା ଛାଏଁ ଛାଏଁ ଜଣକ କୋଳକୁ ବା ଅକ୍ତିଆରକୁ ଆସି ପହଞ୍ଚିଯାଏ Coming to one's bosom of itself.
|