Language Section

 

 

 

 

 

 

Dictionary : View_page

ID Main Word Content
961 ଅଙ୍କନା ମାଧନା
  1. Aṅkanā Mādhanā (ଦେ.ବି.) -  ଦୁଇଜଣ ବିଷ୍ଣୁଭକ୍ତଙ୍କ ନାମ The names of two devotees of Bishṇu.
962 ଅଙ୍କନିବାସ
  1. Aṅkanibāsa (ସଂ.ବି.) ପ୍ରେମିକଙ୍କ କ୍ରୋଡ଼ରେ ବସିବା  Sitting on the lap of a lover.
963 ଅଙ୍କପରିବର୍ତ୍ତନ

Aṅkaparibarttana (ସଂ.ବି.) ଶୋଇଲା ବେଳେ କଡ଼ ଲେଉଟାଇବା; ପାର୍ଶ୍ୱ ପରିବର୍ତ୍ତନ Changing of ides while on bed.

964 ଅଙ୍କପଲ୍ଲବ

Category : [ Mathematics]

  1. Aṅkapallaba (ସଂ.ବି.) ବିଦ୍ୟାବିଶେଷ; ଭିନ୍ନ ଭିନ୍ନ ସଂଖ୍ୟା ସ୍ଥଳରେ ବର୍ଣ୍ଣମାଳାର ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ଅକ୍ଷର ଲେଖି ସଂଖ୍ୟା ପ୍ରକାଶ କରିବାର ରୀତି।  A Science by which digits or numbers are denoted by means of certain different alphabets. (ଯଥା—ଇଂରାଜି ଓ ଲାଟୀନରେ X=10, V=5; L=50; c=100)
965 ଅଙ୍କପାତ

Also : [ ଅଙ୍କକସା

  1. Aṅkapāta (ସଂ.ବି.) - ଗଣିତ ସମସ୍ୟା ସମାଧାନାର୍ଥ ଗଣନାତ୍ମକ ସଂଖ୍ୟା ଓ ହିସାବକୁ ଭୂମିରେ, ଶ୍ଲେଟରେ, କାଗଜରେ ବା ତାଳପତ୍ରରେ ଲେଖିବା The working out of an arithmetical sum.
  2. ସଂଖ୍ୟାଲେଖନ Notation.  ଚିହ୍ନିତକରଣ Marking.
Page 193 of 605



expoodisha.com

 

Other Dictionary