| 926 |
ଅଘୃଣ |
- Aghṛuṇa (ସଂ.ବିଣ.) - ଘୃଣାହୀନ; ନିର୍ଘୃଣ Having no feeling of revulsion.
- ନିର୍ଦ୍ଦୟ Incompassionate.
|
| 927 |
ଅଘୃଣୀ |
- Aghṛuṇī (ଦେ.ବି.) - ଘୃଣାହୀନ; ନିର୍ଘୃଣ Having no feeling of revulsion.
- ଯାହାର ଖାଦ୍ୟାଖାଦ୍ୟ ସମ୍ବନ୍ଧରେ ଘୃଣା ନ ଥାଏ Having no apathy for any sort of food.
|
| 928 |
ଅଘେରା |
- Agherā (ଦେ.ବିଣ.) - ଯହିଁର ଚାରିପାଖେ ବାଡ଼ ଆଦି ଘେରା ହୋଇ ନାହିଁ Unenclosed; not surrounded an all sides by a fence.
- ମୁକୁଳା ବା ଖୋଲା ସ୍ଥାନ free space.
- (ଗ୍ରା) - ଅଇଘରା ପୂର୍ଣ୍ଣମୀ Aigharā purṇṇami
|
| 929 |
ଅଘୋଡ଼ା |
- Aghoṟḍ̠ā (ଦେ.ବିଣ.) - ଅନାବୃତ Uncovered.
- ଅଘୋଡ଼ିଆ - ଯାହା ଘୋଡ଼ା ବା ଅନାଦୃତ ହୋଇନାହି Which is not coverd.
|
| 930 |
ଅଘୋର |
- Aghora (ସଂ.ବିଣ.) - ଅତ୍ୟନ୍ତ ଭୟଙ୍କର; ପ୍ରଚଣ୍ଡ Very frightful.
- ସୌମ୍ୟଦର୍ଶନ; ସୁନ୍ଦର Comely; handsome.
- (ସଂ.ବି.) - ଶିବ; ମହାଦେବ The Deity Ṣiba.
- (ଦେ.ବିଣ.) - ଗାଢ଼ (ଯଥା ନିଦ୍ରା) Deep (e.g. sleep).
- ଘନିଷ୍ଠ (ଯଥା ପ୍ରୀତି) Close or intimate (friendship).
- ଅଘୋର ଦୀକ୍ଷାଧାରୀ; ଅଘୋର ପନ୍ଥୀ Aghorapanthi
|