Language Section

 

 

 

 

 

 

Dictionary : View_page

ID Main Word Content
916 ଅଘରିଆ
  1. Aghariā (ଦେ.ବି.) - (ଗୃହହୀନ) ସବାଖିଆ  - କେଳାଙ୍କ ପରି ଯାଯାବର ଜାତିବିଶେଷ A class of wandering tribes.
  2.  (ପ୍ରାଦେ.ବି.) - (ଏମାନେ ପ୍ରଥମେ ଆଗ୍ରା ଅଞ୍ଚଳକୁ ସମ୍ବଲପୁରକୁ ଆସିଥିବାରୁ) ଆଗ୍ରିଜାତି The Āgri caste.

 [ ଦ୍ର ] ଏମାନେ ଦାକ୍ଷିଣାତ୍ୟରୁ ପଶ୍ଚିମାଞ୍ଚଳକୁ ଯାଇ ପଶ୍ଚିମରୁ ସମୟେ ସମୟେ ଓଡ଼ିଶାକୁ ଆସନ୍ତି। ଏମାନେ ପଶୁପକ୍ଷୀ ପାଳନ, ମୃଗୟା ଓ ଭିକ୍ଷା କରନ୍ତି। ଏମାନଙ୍କ ସ୍ତ୍ରୀମାନେ କାଚମାଳି, ଘାଗରା ଓ କୁର୍ତ୍ତା ପିନ୍ଧନ୍ତି। 

917 ଅଘରୁଆ
  1. Agharuā (ଦେ.ବିଣ.)ଗୃହହୀନ Homeless.
  2. ବେଖାନ୍ଦାନ୍; ଯେ ଘରୁଆ ନୁହେଁ; ଯେ ଭଦ୍ରବଂଶଜ ନୁହେଁ Not of noble family; baseborn.
    ଅଘରେଈ (ସ୍ତ୍ରୀ)
918 ଅଘଷା
  1. Aghashā (ଦେ.ବିଣ.)ଅଘର୍ଷିତ Unrubbed.
  2. ଅମଜା; ଅମାର୍ଜିତ Unbrushed; unscoured.
  3. (ଦେ.ବି.)ଅମାର୍ଜନ Want of brushing.
  4. (ଦାନ୍ତ) ଘଷାର ଅଭାବ Want of brushing (of teeth).
  5. (ଦାନ୍ତ) ଘଷି ନ ଥିବା ଅବସ୍ଥା State of not having the teeth brushed. 
919 ଅଘଷାଦନ୍ତା
  1. Aghashādantā  (ଦେ.ବିଣ.)ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ଦାନ୍ତ ଘଷି ନଥାଏ  (a person) Who has not brushed his teeth after rising from bed.
  2. ସକାଳୁ ଶଯ୍ୟାତ୍ୟାଗ କଲା ପରେ ଯେଉଁ ବ୍ୟକ୍ତିର ଦାନ୍ତ ଘଷିବାର ଅଭ୍ୟାସ ନାହିଁ A person who is not habituated to wash and brush the teeth every morning.
  • ଅଘଷାଦାନ୍ତୀ (ସ୍ତ୍ରୀ)

 

920 ଅଘଷା ଦାନ୍ତ

Also : [ ଅଘଷାଦନ୍ତା, ଅଘଷାଦାନ୍ତା, ଅଘଷାଦାନ୍ତିଆ ]

  1. Aghashā dānta (ଦେ.ବି.)ଘଷା ହୋଇ ନ ଥିବା ଦନ୍ତ; ଦାନ୍ତ କାଠି ଆଦି ଦ୍ୱାରା ଅମାର୍ଜିତ ଦାନ୍ତ  Unbrushed teeth.
Page 184 of 605



expoodisha.com

 

Other Dictionary