| 906 |
ଅଘଟନଘଟନା |
- Aghaṭanaghaṭanā (ସଂ.ବି.) - ଅସମ୍ଭବ ଘଟନା The happening of the improbable.
|
| 907 |
ଅଘଟନା |
Also : [ ଅଘଟଣ, ଅଘଟଣା ]
- Aghaṭanā (ସଂ.ବି.) - ଦୁର୍ଘଟନା, ଦୁର୍ଘଟଣା Mishap; accident.
- (ଦେ.ବିଣ.) - ଅସୁନ୍ଦର; କୁତ୍ସିତ; କଦାକାର Ugly; uncomely.
- ବେଢଙ୍ଗିଆ Unsymmetrical; awkward.
- ଅସଣ୍ଠଣା Unmethodical.
- ଅସମ୍ଭବ Improbable.
- (ଦେ.ବି.) - ବିଡ଼ମ୍ବଣ; ଅଶ୍ରୁତପୂର୍ବ ଘଟନା The happening of an improbable thing.
- ଅସମ୍ଭବ ବିଷୟ Improbable thing.
|
| 908 |
ଅଘଟଣା |
Also : [ ଅଘଟନା ]
- Aghaṭaṇa (ଦେ.ବିଣ.) - ଅସୁନ୍ଦର; କୁତ୍ସିତ; କଦାକାର Ugly; uncomely.
- ବେଢଙ୍ଗିଆ Unsymmetrical; awkward.
- ଅସଣ୍ଠଣା Unmethodical.
- ଅସମ୍ଭବ Improbable.
- (ଦେ.ବି.) - ବିଡ଼ମ୍ବଣ; ଅଶ୍ରୁତପୂର୍ବ ଘଟନା The happening of an improbable thing.
- ଅସମ୍ଭବ ବିଷୟ Improbable thing.
|
| 909 |
ଅଘଟମାନ |
- Aghaṭamāna (ସଂ.ବିଣ.) - ଅମେଳ Incongruous.
- ଅସମ୍ବନ୍ଧ Incoherent.
|
| 910 |
ଅଘଟା |
- Aghaṭā (ଦେ.ବିଣ.) - ଅଘଟିତ; ଯାହା ଘଟି ନାହିଁ Which has not happened.
- ଅସମ୍ଭବ Improbable.
- ଯାହା ଘଟି ବା ମଇଳା ହୋଇ ନାହିଁ; ଯହିଁରେ ଘଟା ବା ମଇଳାଦାଗ ଲାଗି ନାହିଁ (ବସ୍ତ୍ର ଇତ୍ୟାଦି) Unsoiled.
|