Language Section

 

 

 

 

 

 

Dictionary : View_page

ID Main Word Content
876 ଅଗ୍ରସର

Also : [ ଅଗ୍ରଗାମୀ, ଅଗ୍ରଯାୟୀ, ଆଗୁସାର] 

  1. Agrasara  (ସଂ.ବିଣ.) - ଅଗ୍ରସର Advancing. 
  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  3. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
  4. ସର୍ବୋତ୍ତମ Best.
  5. କୌଣସି କର୍ମରେ ଉତ୍ସାହୀ ବା ଆଗ୍ରହାନ୍ୱିତ Eager at some work.
  6. କିଛିଦୂର ପର୍ଯ୍ୟନ୍ତ ସମ୍ପାଦିତ (କର୍ମ) (act) Which has progressed to some extent.
  7. କୌଣସି କାର୍ଯ୍ୟରେ ଉଦ୍ଯୋଗୀ Vigilant; energetic
  • ଅଗ୍ରସରା (ସ୍ତ୍ରୀ)
877 ଅଗ୍ରସର ହେବା
  1. Agrasara hebā  (ଦେ.କ୍ରି.) ଅଗୁଁସାର ହେବା, ଆଗକୁ ଯିବା To advance.
  2. ଆଗେ ଆଗେ ଯିବା To lead; to go at the head.
  3. କୌଣସି ବ୍ୟକ୍ତି ଯିବା ପୂର୍ବରୁ ଯିବା To go in advance.
  4. ଉତ୍ସାହ ସହିତ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବା To prosecute or undertake a work with vigour.
  5. କୌଣସି କାର୍ଯ୍ୟରେ ଉଦ୍ଯୋଗ କରିବା; ଲାଗିବା To vigilantly pursue a work.
  6. (କୌଣସି କାର୍ଯ୍ୟ) କିଛିଦୂର ପର୍ଯ୍ୟନ୍ତ ସମ୍ପାଦିତ ହେବା (a work) To make some progress; to progress
878 ଅଗ୍ରସାମାନ୍ୟ ବନ୍ଧନୀ

Category : [ Physiology ]

  1. Agrasāmānya bandhanī (ସଂ.ବି.) ଜୀବର ମେରୁ ହାଡ଼ରେ ଥିବା ଅଙ୍ଗୁରୀୟାକୃତି ଅସ୍ଥିଖଣ୍ଡମାନ; ଯେଉଁ ବନ୍ଧନୀ ବା ଉପାସ୍ଥିମୟ ଶ୍ୱେତ ପଦାର୍ଥଦ୍ୱାରା ଦୃଢ଼ରୂପେ ପରସ୍ପର ସଂବନ୍ଧ ହୋଇଥାଏ; ମେରୁ ହାଡ଼ର ଖଣ୍ଡିହାଡ଼ମାନଙ୍କୁ ପରସ୍ପର ସଙ୍ଗେ ସଂଲଗ୍ନ କରିଥିବା ବାନ୍ଧୁଣୀ ବା ପ୍ରଶିରା Anterior common ligaments of the back-bone.
879 ଅଗ୍ରସାର

Also : [ ଅଗ୍ରଗାମୀ, ଅଗ୍ରଯାୟୀ, ଅଗ୍ରସର, ଆଗୁସାର, ଅଗୁଁସାର] 

  1. Agrasāra (ସଂ.ବିଣ.) - ଅଗ୍ରସର Advancing. 
  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  3. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
  4. ସର୍ବୋତ୍ତମ Best.
  5. କୌଣସି କର୍ମରେ ଉତ୍ସାହୀ ବା ଆଗ୍ରହାନ୍ୱିତ Eager at some work.
  6. କିଛିଦୂର ପର୍ଯ୍ୟନ୍ତ ସମ୍ପାଦିତ (କର୍ମ) (act) Which has progressed to some extent.
  7. କୌଣସି କାର୍ଯ୍ୟରେ ଉଦ୍ଯୋଗୀ Vigilant; energetic
  • ଅଗ୍ରସାରା (ସ୍ତ୍ରୀ)
880 ଅଗ୍ରସେନ
  1. Agrasena (ସଂ.ବି.) - (ନାମ) ରାଜା ଜନ୍ମେଜୟଙ୍କ ପୁତ୍ର Name of the son of king Janamejaya.
Page 176 of 605



expoodisha.com

 

Other Dictionary