| ID | Main Word | Content |
|---|---|---|
| 886 | ଅଗ୍ରାହ୍ୟ | Also : [ (ଗ୍ରାମୀଣ) ଅଗ୍ରାହିଜ, ଅଗ୍ରାହିସ୍ୟ ]
|
| 887 | ଅଗ୍ରିଆ | Also : [ ଆଗ୍ରିଆ, ଅଘ୍ରିଆ ]
[ ଦ୍ର ] ଏହି ଉଗ୍ରକ୍ଷତ୍ରିୟମାନେ ଆକବରଙ୍କ ସମୟରେ ଆସି କାଳକ୍ରମେ ଓଡ଼ିଆ ହୋଇଯାଇ ଅଛନ୍ତି। ରାୟଗଡ଼, ଶାରଙ୍ଗଗଡ଼, ଗାଙ୍ଗପୁର, ବାମଣ୍ଡା, ସମ୍ବଲପୁର ପ୍ରଭୃତି ଅଞ୍ଚଳରେ ଏମାନେ ଗୋଟିଏ ପ୍ରଧାନ ଜାତି। ସମ୍ବଲପୁରରେ ଏମାନେ 'ଚୌରାଅଶୀ ଘର' ନାମରେ ଖ୍ୟାତ, କାରଣ ପ୍ରଥମେ ଆଗ୍ରାରୁ ୮୪ଟି ପରିବାର ଏଠାକୁ ଆସି ରହିଥିଲେ। ଏମାନଙ୍କର ଆଚାର ବ୍ୟବହାର ବୈଶ୍ୟମାନଙ୍କ ଆଚାର ବ୍ୟବହାର ପରି କିନ୍ତୁ ଏମାନଙ୍କର ପଇତା ନାହିଁ। |
| 888 | ଅଗ୍ରିମ | Also : [ (ଗ୍ରା.) ଅଗ୍ରିୟ, ଅଗ୍ରୀୟ ]
|
| 889 | ଅଗ୍ରିମା |
|
| 890 | ଅଗ୍ରୀୟ ଗର୍ଭତନ୍ତୁ | Category : [ Botany ]
|
Other Dictionary |

