Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଗ୍ରଗାମୀ
Also :
[
ଅଗ୍ରଯାୟୀ
,
ଅଗ୍ରସର
, ଆଗୁସାର ]
Agragāmī
(
ସଂ.ବିଣ.)
-
ଅଗ୍ରସର Advancing.
ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
ସର୍ବୋତ୍ତମ Best.
ଅଗ୍ରଗାମିନୀ (ସ୍ତ୍ରୀ)