Language Section

 

 

 

 

 

 

Dictionary : View_page

ID Main Word Content
871 ଅଗ୍ରୟାଣ
  1. Agṙayāṇa (ସଂ.ବି.) - (ନାମ) ଋଷିବିଶେଷ  Name of a sage.
872 ଅଗ୍ରଯାୟୀ

Also : [ ଅଗ୍ରଗାମୀ

  1. Agraj̄āyī (ସଂ.ବିଣ.)ଅଗ୍ରସର Advancing. 
  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  3. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
  4. ସର୍ବୋତ୍ତମ Best.
  • ଅଗ୍ରଯାୟିନୀ (ସ୍ତ୍ରୀ)
873 ଅଗ୍ରଲେଖ

Also : [ ଅଗ୍ରଲେଖା ] 

  1. Agralekha (ସଂ.ବି.) - ପୁସ୍ତକର ଆରମ୍ଭରେ ପ୍ରକାଶିତ ଲେଖା; ଭୂମିକା Preface; foreword; introduction to a book.
  2. ସମ୍ବାଦପତ୍ରରେ ପ୍ରଥମେ ଲେଖାଯିବା ସମ୍ପାଦକୀୟ ପ୍ରବନ୍ଧ The editorial in a newspaper; a leader.
874 ଅଗ୍ରସନ୍ଧାନୀ
  1. Agrasandhānī (ସଂ.ବି.)(ଯେ ମନୁଷ୍ୟର ପାପ ପୁଣ୍ୟକୁ ମନୁଷ୍ୟର ମୃତ୍ୟୁ ପୂର୍ବରୁ ସନ୍ଧାନ କରିଥାଏ) ଯମର ପାଞ୍ଜି; ଚିତ୍ରଗୁପ୍ତ ପଞ୍ଜିକା A name of the record maintained in the office of the God of Death in which a person's sins and good acts are recorded.
875 ଅଗ୍ରସନ୍ଧ୍ୟା
  1. Agrasandhyā (ସଂ.ବି.) ପୂର୍ବ ସନ୍ଧ୍ୟା; ଉଷା  Early morning; day-break.
Page 175 of 605



expoodisha.com

 

Other Dictionary