Agrahāra (ସଂ.ବି.) - ରାଜାଙ୍କଦ୍ୱାରା ବ୍ରାହ୍ମଣଙ୍କୁ ଭୂମି ଦାନ A gift of land by a king to a Brāhmaṇa.
ବ୍ରହ୍ମୋତ୍ତର ଲାଖରାଜ୍; ବ୍ରାହ୍ମଣଙ୍କୁ ରାଜାଙ୍କଦ୍ୱାରା ନିଷ୍କର ରୂପେ ଦିଆଯିବା ଭୂମି land given revenue free by a king to a Brāhmaṇa.
884
ଅଗ୍ରାଂଶ
Agrāṁṡa (ସଂ.ବି.) - କୌଣସି ପଦାର୍ଥରୁ ପ୍ରଥମେ କଢ଼ାଯିବା ଅଂଶ The first portion taken of a thing.
ଚନ୍ଦ୍ରଙ୍କର ଯେଉଁ ଅଂଶ ପୃଥିବୀକୁ ସାଧାରଣତଃ ଦେଖାପଡ଼େ ନାହିଁ (କିନ୍ତୁ ଚନ୍ଦ୍ରଙ୍କ ଅନିୟମିତ ଗତି ଯୋଗୁଁ ଯାହା ସମୟ ସମୟରେ ପୃଥିବୀକୁ ଦେଖାଯାଏ) That portion of the moon which is not ordinarily visible to the earth; that part of the moon which remains away from the earth.
885
ଅଗ୍ରାଶନ
Agrāṡana (ସଂ.ବି.) - ଅନ୍ନର ଯେଉଁ ଅଂଶ ଦେବତାଙ୍କ ପାଇଁ ପ୍ରଥମେ କଢ଼ାଯାଇ ରଖାଯାଏ A part of the food which is taken out at first for the gods.