| 781 |
ଅଗ୍ନିଭାଣ୍ଡ |
Also : [ ଅଗ୍ନିକୁଣ୍ଡ ]
- Agnibhāṇḍa (ସଂ.ବି.) - ହୋମକୁଣ୍ଡ; ଯେଉଁ ଆଧାରରେ ହୋମାଗ୍ନି ସ୍ଥାପିତ ହୁଏ The receptacle where the sacrificial fire is lit.
- ଦହକ ଅଙ୍ଗାରର ଉମ୍ଭେଇ A pan with live coals; firepan
|
| 782 |
ଅଗ୍ନିଭୁ |
- Agnibhu (ସଂ.ବିଣ.) - ଅଗ୍ନିରୁ ଉତ୍ପନ୍ନ Born of fire
- (ସଂ.ବି.) - ଜଳ Water.
- Agnibhū (ସଂ.ବି.) - କାର୍ତ୍ତିକେୟ Deity Kārttikeya.
- କାଶ୍ୟପ ଋଷି (ଏ ଅଗ୍ନିଙ୍କ ଶିଷ୍ୟ) Sage Kāṡyapa.
(ଗଣିତ) ଛଅ ସଂଖ୍ୟା . (arithmetic) The number six
|
| 783 |
ଅଗ୍ନିଭୂ |
- Agnibhū (ସଂ.ବି.) - କାର୍ତ୍ତିକେୟ Deity Kārttikeya.
- କାଶ୍ୟପ ଋଷି (ଏ ଅଗ୍ନିଙ୍କ ଶିଷ୍ୟ) Sage Kāṡyapa.
- (ଗଣିତ) ଛଅ ସଂଖ୍ୟା . (arithmetic) The number six
- Agnibhu (ସଂ.ବିଣ.) - ଅଗ୍ନିରୁ ଉତ୍ପନ୍ନ Born of fire
- (ସଂ.ବି.) - ଜଳ Water.
|
| 784 |
ଅଗ୍ନିଭୂତି |
- Agnibhūti (ସଂ.ବି.) - ଅଗ୍ନିସଂଭୂତ ବସ୍ତୁ A thing produced from fire.
- ସ୍ୱର୍ଣ୍ଣ Gold.
- (ନାମ) ବୌଦ୍ଧଗୁରୁ ଶେଷ ତୀର୍ଥଙ୍କରଙ୍କ ୧୧ ଜଣ ପ୍ରଧାନ ଶିଷ୍ୟ ବା ଗଣଧର ମଧ୍ୟରୁ ଏକତମ Name of one of the eleven chief pupils of the last Tīrthakara.
|
| 785 |
ଅଗ୍ନିମଣି |
- Agnimaṇi (ସଂ.ବି.) - ସୂର୍ଯ୍ୟକାନ୍ତ ମଣି The sunstone.
- ଚମକମି ପଥର Flint stone
- ଦ୍ୱିପୃଷ୍ଠକୁବ୍ଜ କାଚଖଣ୍ଡ; ସ୍ଥୂଳମଧ୍ୟଦୃଷ୍ଟି କାଚ Convex lens.
|