Odia Dictionary


Back

ଅଗ୍ନିଭୂ


  1. Agnibhū (ସଂ.ବି.)କାର୍ତ୍ତିକେୟ Deity Kārttikeya.

  2. କାଶ୍ୟପ ଋଷି (ଏ ଅଗ୍ନିଙ୍କ ଶିଷ୍ୟ) Sage Kāṡyapa.

  3. (ଗଣିତ)  ଛଅ ସଂଖ୍ୟା . (arithmetic) The number six






  1. Agnibhu (ସଂ.ବିଣ.)ଅଗ୍ନିରୁ ଉତ୍ପନ୍ନ Born of fire

  2. (ସଂ.ବି.) ଜଳ Water.