Language Section

 

 

 

 

 

 

Dictionary : View_page

ID Main Word Content
771 ଅଗ୍ନିବାହ
  1. Agnibāha (ସଂ.ବି.) -  (ଯେ ଅଗ୍ନିଦେବଙ୍କ ବାହନ) ମେଷ; ମେଣ୍ଢା The sheep.
  2. ଛାଗଳ, ଛେଳି The goat.
  3. ଧୂମ; ଧୂଆଁ Smoke
772 ଅଗ୍ନିବାହୁ
  1. Agnibāhu (ସଂ.ବି.) -  ଧୂମ, ଧୂଆଁ Smoke.
  2. (ନାମ) ସୂର୍ଯ୍ୟବଂଶୀୟ ରାଜା ପ୍ରିୟବ୍ରତ ଓ କାମ୍ୟାଙ୍କ ପୁତ୍ର (ଏ ବିବାହ ନ କରି ତପସ୍ୟାରେ ରତ ହୋଇଥିଲେ). Name of a prince of the solar dynasty.
  3. ପ୍ରଥମ ମନୁଙ୍କ ପୁତ୍ର  Name of a son of the first Manu.
773 ଅଗ୍ନିବୀଜ

Also : [ ଅଗ୍ନିବୀର୍ଯ୍ୟ ]

  1. Agnibīja (ସଂ.ବି.)ସ୍ୱର୍ଣ୍ଣ; ସୁନା Gold.
774 ଅଗ୍ନିବୃଦ୍ଧି
  1. Agnibṛuddhi (ସଂ.ବି.)ଲାଗିଥିବା ନିଆଁ ଅଧିକ ଘୋଟିଯିବା Spreading of fire.
  2. ଜଠରାଗ୍ନି ବା ପାକଶକ୍ତିର ବୃଦ୍ଧି  Increase of appetite or digestive power.
775 ଅଗ୍ନିବୃଷ୍ଟି
  1. Agnibṛushṭi (ସଂ.ବି.) -  ନିଆଁବର୍ଷା, ନିଆଁ ବରଷିବା; ବର୍ଷା ଅସରା ପରି ନିଆଁ ପଡ଼ିବା A shower of fire.
  2. ଅତ୍ୟନ୍ତ ଖରାବେଳେ ନିଆଁ ବରଷା ହେବା ପରି ପ୍ରଚଣ୍ଡ ଗ୍ରୀଷ୍ମ ଓ ତାପର ଅନୁଭୂତି Great heat felt in the mid-days of summer (compared to a shower of fire.
Page 155 of 605



expoodisha.com

 

Other Dictionary