Odia Dictionary


Back

ଅଗ୍ନିଭୁ


  1. Agnibhu (ସଂ.ବିଣ.)ଅଗ୍ନିରୁ ଉତ୍ପନ୍ନ Born of fire

  2. (ସଂ.ବି.) ଜଳ Water.






  1. Agnibhū (ସଂ.ବି.)କାର୍ତ୍ତିକେୟ Deity Kārttikeya.

  2. କାଶ୍ୟପ ଋଷି (ଏ ଅଗ୍ନିଙ୍କ ଶିଷ୍ୟ) Sage Kāṡyapa.



(ଗଣିତ)  ଛଅ ସଂଖ୍ୟା . (arithmetic) The number six