Language Section

 

 

 

 

 

 

Dictionary : View_page

ID Main Word Content
746 ଅଗ୍ନିଦାତା
  1. Agnidātā (ସଂ.ବିଣ.) - ଅଗ୍ନିଦାତା; ଯେ ମୃତବ୍ୟକ୍ତିର ଶବଦାହ ସମୟରେ ଶବ ଦେହରେ ମୁଖାଗ୍ନି ସଂଯୋଗ କରେ (a person) Igniting the fire at the cremation of a deceased.

 

  • ଅଗ୍ନିଦାତ୍ରୀ (ସ୍ତ୍ରୀ)
747 ଅଗ୍ନିଦାହ

Category : [ Disease ]

  1. Agnidāha (ସଂ.ବି.) -  ନିଆଁଦ୍ୱାରା କୌଣସି ପଦାର୍ଥ ପୋଡ଼ିଯିବା Burning.
  2. ଦାହରୋଗବିଶେଷ A disease consisting of a burning sensation in the limbs.
748 ଅଗ୍ନିଦୀପକ
  1. Agnidīpaka (ସଂ.ବିଣ.)ଅଗ୍ନିବର୍ଦ୍ଧକ; କ୍ଷୁଧାବୃଦ୍ଧି କାରକ Whetting the appetite; increasing digestion; digestive.
  2. ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
749 ଅଗ୍ନିଦୀପ୍ତା

Category : [ Plant ]

  1. Agnidīptā (ସଂ.ବି.)  - (ଅଗ୍ନିପରି ଦୀପ୍ତା ବା ତେଜୋମୟୀ) ମହା ଜ୍ୟୋତିଷ୍ମତୀ Name of a phosphorescent creeper.
     [ ଦ୍ର ] (ଲତାବିଶେଷ) ନାମ - ମହାଜ୍ୟୋତିଷ୍ମତୀ, ତୀକ୍ଷ୍ଣା, ତେଜୋବତୀ, କନକପ୍ରଭା, ତେଜିକା, ସୁରଲତା, ଅଗ୍ନିଫଳା ମେଧାବିନୀ, ପୀତ।
750 ଅଗ୍ନିଦୀପନ
  1. Agnidīpana (ସଂ.ବି.)ନିଆଁ ଲଗାଇବା; ନିଆଁ ଜଳାଇବା Ignition.
  2. କ୍ଷୁଧା ବୃଦ୍ଧି Increase of digestive power.
  3. ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
Page 150 of 605



expoodisha.com

 

Other Dictionary