Language Section

 

 

 

 

 

 

Dictionary : View_page

ID Main Word Content
751 ଅଗ୍ନିଦେବ
  1. Agnideba (ସଂ.ବି.)ଦେବତାରୂପେ ପୂଜିତ ଅଗ୍ନି The fire worshipped as a Deity.
  2. ହିନ୍ଦୁଶାସ୍ତ୍ରୋକ୍ତ ଅଗ୍ନି ଦେବତା The Hindu God of fire.
  3. ଅଗ୍ନିକୋଣ; ଦକ୍ଷିଣପୂର୍ବ କୋଣ (ଦେବତା) The South-East (God)
752 ଅଗ୍ନିଦେବା

Also : [ ନିଆଁଦେବା ] 

  1. Agnidebā (ସଂ.ବି.) - (ଅଗ୍ନି ଯାହାର ଅଧିଷ୍ଠାତ୍ରୀ ଦେବତା)  କୃତ୍ତିକା ନକ୍ଷତ୍ରପୁଞ୍ଜ The constellation pleidas. 
  2. କୌଣସି ବସ୍ତୁରେ ନିଆଁ ଲଗାଇବା To set fire to a thing.
  3. ଶବରେ ମୁଖାଗ୍ନି ସଂଯୋଗ କରିବା To set fire to a corpse at cremation.
753 ଅଗ୍ନିଧାନ

Also : [ ଅଗ୍ନିଧାନ୍ୟ ] 

  1. Agnidhāna (ସଂ.ବି.) ଯଜ୍ଞଶାଳା The room where sacrificial fire is maintained.
  2. ଅଗ୍ନିହୋତ୍ର ଯଜ୍ଞ ଗୃହ  The room where Homa is performed.
754 ଅଗ୍ନିଧ୍ବଜ
  1. Agnidhwaja (ସଂ.ବି.) ଧୂମ୍ର; ଧୂଆଁ Smoke.
755 ଅଗ୍ନିଧ୍ର

Also : [ ଅଗ୍ନୀଧ୍ର ] 

  1. Agnidhra (ସଂ.ବି.) -   ସ୍ନାୟମ୍ଭୂବ ମନୁଙ୍କ ନାତି ଓ ଜମ୍ବୁଦ୍ୱୀପ ଅଧିପତି ପ୍ରିୟବ୍ରତ ରାଜାଙ୍କ ଜ୍ୟେଷ୍ଠପୁତ୍ର Name of the eldest son of king Priyabrata.
  • ଅଗ୍ନୀଧ୍ର  (ସଂ.ବି.) - (ଏହାର ଅନ୍ୟରୂପ ଅଗ୍ନିଧ୍ର) ଯଜ୍ଞାଗ୍ନି ରକ୍ଷା କରିବା ବା ଜାଗ୍ରତ ରଖିବା ପାଇଁ ନିଯୁକ୍ତ ବ୍ରାହ୍ମଣ A Brāhmaṇa specially engaged to keep the sacrificial fire burning.
Page 151 of 605



expoodisha.com

 

Other Dictionary