| 731 |
ଅଗ୍ନିଜ |
Also : [ ଅଗ୍ନିଜାତ ]
- Agnija (ସଂ.ବିଣ.) - ଯାହା ଅଗ୍ନି ଜନ୍ମାଏ Producing fire.
- ଯାହା ଅଗ୍ନି ଉଦ୍ଦୀପନ କରେ Igniting fire.
- ଯାହାଦ୍ୱାରା ଜଠରାଗ୍ନି ପ୍ରବଳ ହୁଏ Increasing digestive power.
- ଅଗ୍ନିରୁ ଜାତ Born of fire.
- (ସଂ.ବି.) - ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.
- କାର୍ତ୍ତିକେୟ The Deity Kārtikeya.
- ସ୍ୱର୍ଣ୍ଣ; ସୁନା Gold.
|
| 732 |
ଅଗ୍ନିଜାତ |
Also : [ ଅଗ୍ନିଜ ]
- Agnija (ସଂ.ବିଣ.) - ଯାହା ଅଗ୍ନି ଜନ୍ମାଏ Producing fire.
- ଯାହା ଅଗ୍ନି ଉଦ୍ଦୀପନ କରେ Igniting fire.
- ଯାହାଦ୍ୱାରା ଜଠରାଗ୍ନି ପ୍ରବଳ ହୁଏ Increasing digestive power.
- ଅଗ୍ନିରୁ ଜାତ Born of fire.
- (ସଂ.ବି.) - ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.
- କାର୍ତ୍ତିକେୟ The Deity Kārtikeya.
- ସ୍ୱର୍ଣ୍ଣ; ସୁନା Gold.
|
| 733 |
ଅଗ୍ନିଜାର |
- Agnijāra (ସଂ.ବି.) - (ଏହା ଜଠରାଗ୍ନି ବା ଜୀର୍ଣ୍ଣଶକ୍ତିକୁ ବୃଦ୍ଧି କରିବାରୁ) ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.
[ ଦ୍ର ] ଏହା ପଶ୍ଚିମ ସମୁଦ୍ରରୁ ମିଳେ। ଏହା କଟୁ; ଉଷ୍ଣବୀର୍ଯ୍ୟ; ଲଘୁପାକ; ପିଚ୍ଛଳ; ପିତ୍ତବର୍ଦ୍ଧକ ଏବଂ କଫ, ବାତ, ସନ୍ନିପାତ, ଶୂଳ ଓ ଅତିଶୂଳନାଶକ। ଏହାର ଅନ୍ୟ ସଂସ୍କୃତ ନାମ - ଅଗ୍ନିନିର୍ଯ୍ୟାସ; ଅଗ୍ନିଗର୍ଭ; ଅଗ୍ନିଜ; ଅଗ୍ନିଜାତ; ବଡ଼ବାଗ୍ନିମଳ; ଜ୍ୱରାୟୁ; ଅର୍ଣ୍ଣବୋଦ୍ଭବ; ଅଗ୍ନିଜାଳ; ସିନ୍ଧୁଫଳ।]
|
| 734 |
ଅଗ୍ନିଜାଳ |
- Agnijāḻa (ସଂ.ବି.) - ଅଗ୍ନିରାଶି A mass or heap of fire.
- ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.
- (ଦେ.ବି.) - ଶାକଗୁଳ୍ମବିଶେଷ A herb; Vernonia (Haines).
|
| 735 |
ଅଗ୍ନିଜିହ୍ବ |
- Agnijihwa (ସଂ.ବି.) - (ଅଗ୍ନି ଯାହାଙ୍କର ଜିହ୍ୱା ଅର୍ଥାତ୍ ଯେ ଅଗ୍ନିଦ୍ୱାରା ଭୋଜନ କରନ୍ତି ଅର୍ଥାତ୍ ଅଗ୍ନିରେ ଆହୁତି ଦେଲେ ଯେଉଁ ମାନେ ତୃପ୍ତ ହୁଅନ୍ତି।) ଦେବତା Deity.
- ଦେବଗଣ The gods.
- ବିଷ୍ଣୁ God Bishṇu.
|