| 726 |
ଅଗ୍ନିଗୃହ |
- Agnigṛuha (ସଂ.ବି.) - ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ A room in which the sacrificial fire is maintained.
- (ସଂ.ବି.) - ବାଷ୍ପୀୟ କଳ, କାରଖାନା ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ Fire-chamber of a steam engine
|
| 727 |
ଅଗ୍ନିଚିତ୍ |
Also : [ ଅଗ୍ନ୍ୟାଧାନ ]
- Agnichit (ସଂ.ବି.) - (ଯେ ଅଗ୍ନି ଚୟନ କରେ) - ସାଗ୍ନିକ ବ୍ରାହ୍ମଣ; ଅଗ୍ନିହୋତ୍ରୀ; ଯେଉଁ ବ୍ରାହ୍ମଣ ବେଦୋକ୍ତ ବିଧିରେ ଘରେ ତ୍ର୍ୟଗ୍ନି ବା ପଞ୍ଚଗ୍ନି ସ୍ଥାପନ କରି ପ୍ରତିଦିନ ହୋମ କରନ୍ତି A Brahmaṇa who performs the Vedic sacrifice daily.
|
| 728 |
ଅଗ୍ନିଚିତ୍ୟା |
Also : [ ଅଗ୍ନିଚୟନ ]
- Agnichityā (ସଂ.ବି.) - ବୈଦିକ ବିଧିରେ ଗୃହରେ ହୋମାଗ୍ନି ରକ୍ଷା କରିବା—Maintenance of the sacrificial fire in one's home.
|
| 729 |
ଅଗ୍ନିଚୂଡ଼ |
- Agnichūṟḍ̠ā (ସଂ.ବି.) - ଅଗ୍ନିଶିଖା; ଜଳନ୍ତା ନିଆଁରୁ ଜିହ୍ୱା ପରି ଉପରକୁ ଉଠୁଥିବା ଶିଖା Flame; tongues of fire
|
| 730 |
ଅଗ୍ନିଚୂର୍ଣ୍ଣ |
- Agnichūrṇṇa (ସଂ.ବି.) - (ଅଗ୍ନ୍ୟୁତ୍ପାଦକ ଚୂର୍ଣ୍ଣ) ବାରୁଦ Gun-powder.
|