| 716 |
ଅଗ୍ନିକୁମାରୀ |
Also : [ ଅଗ୍ନିବତୀ ]
Category : [ Plant ]
- Agnikumarī (ଦେ.ବି.) - ଔଷଧି ଗୁଳ୍ମବିଶେଷ A kind of herbarious plant; Grangea Maderaspatna.
- ଯେଉଁ ସ୍ତ୍ରୀର ଦେହ ତମାମ ନିଆଁ ଜଳୁଥାଏ A woman whose body is blazing.
|
| 717 |
ଅଗ୍ନିକୁଳ |
- Agnikuḻa (ଦେ.ବି.) - [ ନାମ ] ରାଜପୁତ ଜାତିର ଶାଖାବିଶେଷ Name of a sect of the Rājputs.
|
| 718 |
ଅଗ୍ନିକେତୁ |
- Agniketu (ସଂ.ବି.) - ରାମାୟଣୋକ୍ତ ରାକ୍ଷସବିଶେଷ Name of a demon mentioned in the Rāmāyana.
|
| 719 |
ଅଗ୍ନିକୋଣ |
Also : [ ଅଗ୍ନିକଣ ]
- Agnikoṇa (ସଂ.ବି.) - (ଅଗ୍ନି ଦେବତାଙ୍କ ଅଧ୍ୟୁଷିତ କୋଣ) ଆଗ୍ନେୟ କୋଣ; ଦକ୍ଷିଣ ପୂର୍ବ କୋଣ The South East point of the earth
|
| 720 |
ଅଗ୍ନିକ୍ରିୟା |
- Agnikriyā (ସଂ.ବି.) - ବିଧିପୂର୍ବକ ଅଗ୍ନି ଦ୍ୱାରା ସମ୍ପାଦିତ ଶବଦାହ କ୍ରିୟା Cremation performed according to due rites.
|