Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଗ୍ନିକଣ
Also :
[
ଅଗ୍ନିକୋଣ
, ଅଗ୍ନିସ୍ତୋକ]
Agnikaṇa
(
ସଂ.ବି.)
-
ଅଗ୍ନିର ସ୍ଫୁଲିଙ୍ଗ; ନିଆଁରୁ ଉଠିବା ଝୁଲ Sparks of fire.
(ଗ୍ରା.ବି. ସଂ.)
- ଅଗ୍ନି ଓ କୋଣ)
ଅଗ୍ନିକୋଣ; ଦକ୍ଷିଣ ପୂର୍ବ କୋଣ The South-Eastern Corner.