| 646 |
ଅଗଲ୍ ବଗଲ୍ |
- Agal bagal (ବୈଦେ.- କ୍ରି.ବିଣ.) - ଇତସ୍ତତଃ; ଏଣେତେଣେ Here and there.
- ଅନ୍ଯଥା Otherwise.
- (ବିଣ) - ଅନିଶ୍ଚିତ; ଅଠିକଣା Unsettled.
- ସନ୍ଦିହାନ Doubtful; doubting.
- ଚଞ୍ଚଳଚିତ୍ତ Fickle minded.
- ଦ୍ୱିଧାଯୁକ୍ତ Hesitating.
- (ବି.) - ଦ୍ୱୈଧୀଭାବ Hesitancy.
- ସନ୍ଦେହ Doubt.
- ସାମାନ୍ୟମାତ୍ର ବ୍ୟତିକ୍ରମ Slight deviation.
|
| 647 |
ଅଗଲା |
- Agalā (ପ୍ରାଦେ (ସମ୍ବଲପୁର) ବିଣ) - ଆଗୁଆ; ଅଗ୍ରସର Forward; leading.
- ବଳିପଡ଼ିଥିବା; ବାକି ରହିଥିବା Remaining over.
- ବହକା; ଅଧିକା Surplus.
- ଆଗିଲା; ସାମନାର; ସମ୍ମୁଖବର୍ତ୍ତୀ In front; frontal.
- ଭବିଷ୍ୟତ; ଆଗାମୀ Coming; future.
- (ଗ୍ରା.ବିଣ.) (ସଂ.) - (ଅଲଗ୍ନ; ଅଲଗାର ବର୍ଣ୍ଣବିପର୍ଯ୍ୟୟ) ଅଲଗା Separate.
|
| 648 |
ଅଗଷ୍ଟ |
Also : [ ଅଗସ୍ତ ]
- Agashṭa[ (ବୈଦେ. ଇଂ.) - ଇଂରାଜୀ ଗଣନାରେ ଅଷ୍ଟମ ମାସ The month of August.
|
| 649 |
ଅଗସ୍ତି |
Also : [ ଅଗସ୍ତ୍ୟ ]
- Agasti (ସଂ.ବି.) - ଋଷିବିଶେଷ Name of sage.
- ଦକ୍ଷିଣାକାଶର ଉଜ୍ଜଳ ନକ୍ଷତ୍ରବିଶେଷ A bright star in the southern sky; Canopus; Argus Alpha.
- ବକପୁଷ୍ପ ଗଛ A tree, Sesbania grandiflora; Agasti grandiflora.
- (ପ୍ରାଦେ.) - ବ୍ରାହ୍ମଣମାନଙ୍କ ବଂଶୋପାଧି ବିଶେଷ A family title of Brāhmaṇs in Midnapur and Balasore
|
| 650 |
ଅଗସ୍ତ୍ୟ |
Also : [ ଅଗସ୍ତି ]
- Agastya (ସଂ.ବି.) - ଋଷିବିଶେଷ Name of sage.