Language Section

 

 

 

 

 

 

Dictionary : View_page

ID Main Word Content
636 ଅଗରଜୀ

Also : [ ଅଗରଜିଆ

  1. Agaraji  (ଦେ.ବିଣ.) - ଯେଉଁ ବ୍ୟକ୍ତିର କୌଣସି ବିଷୟରେ ଗରଜ ପଡ଼ି ନ ଥାଏ  Not in want.
  2. ଯେ ଅଭାବଗ୍ରସ୍ତ ନୁହେଁ Not needy
637 ଅଗରଝଡ଼ା

Also : [ ଅଗରଝାଟିଆ

Category : [ Plant ]

  1. Agara jhaṟḍ̠ā (ଦେ.ବି.) ଶାକଗୁଳ୍ମ ବିଶେଷ  A plant; Panicumn Coromandelianum.
638 ଅଗର ଟିକିଲି

Also : [ ଅଗରଟୋପି

  1. Agara ṭikili  (ଗ୍ରା.ବି.) - ଅଭ୍ର, କୃଷ୍ଣାଭ୍ରର କ୍ଷୁଦ୍ର ଗୋଲ ବା ଅର୍ଦ୍ଧଚନ୍ଦ୍ରାକୃତିଖଣ୍ଡ, ଯାହାକୁ ସ୍ତ୍ରୀମାନେ କପାଳରେ ଟିକିଲି କରି ପିନ୍ଧନ୍ତି A circular or crescent-shaped bit of black mica stuck to the forehead by females.
639 ଅଗରଦାନୀ

Category : [ Gift ]

Also : [ ଅଗ୍ରଦାନୀ, ଅଗର୍ଦାନି

  1. Agradānī (ସଂ.ବି.) - ପତିତ ବ୍ରାହ୍ମଣ; ଯେଉଁ ବ୍ରାହ୍ମଣ ପ୍ରେତୋଦ୍ଦିଷ୍ଟ ଦାନ ଗ୍ରହଣ କରନ୍ତି A fallen Brāhmaṇa who receives things previously offered to the dead.
640 ଅଗରବତି
  1. Agarabati (ଦେ.ବି.) - (ଉଦ୍ବତୀ; ସୁଗନ୍ଧ ପାଇଁ ଜଳାଯିବା ସରୁ କାଠି) ଧୂପକାଠି Fine twigs smeared with scents and emitting sweet-smelling smoke when lighted
Page 128 of 605



expoodisha.com

 

Other Dictionary