| 641 |
ଅଗରହିତ |
Also : [ ଅଗର୍ହିତ ]
- Agarahita (ଗ୍ରା.ବିଣ.) - ଅଗର୍ହିତ; ଅମନ୍ଦ; ଉତ୍ତମ Good.
- ଉପଯୋଗୀ Suitable.
- (ଗ୍ରା.ବି.) - ଉପକାର Benefit.
- ମଙ୍ଗଳ Good; weal.
|
| 642 |
ଅଗରା |
Category : [ Plant ]
- Agarā (ଦେ.ବି.) - ଅଗିଲା ବାଉଁଶ କଣି; ବାଉଁଶର କର୍ତ୍ତିତ ସଶାଖ ଅଗ୍ରଭାଗ The top portion of a bamboo tree cut off from the main part.
- (ସଂ.) - ଶୃଗାଳକଣ୍ଟକ) କଣ୍ଟକଯୁକ୍ତ ଗୁଳ୍ମବିଶେଷ Gamboje thistle; a thorny plant.
- କଣ୍ଟାକୁସୁମ, ଅଗରା ଗୁଳ୍ମ Gamboje Thistle or Mexican poppy; Alpinia; Argemone Mexicana.
|
| 643 |
ଅଗରି |
Also : [ ଅଗରିଆ, ଅଘରିଆ, ଅଘରୁଆ ]
- Agari (ଦେ.ବି.) - (ଗୃହହୀନ) ସବାଖିଆ- କେଳାଙ୍କ ପରି ଯାଯାବର ଜାତିବିଶେଷ A class of wandering tribes. ଏମାନେ ଦାକ୍ଷିଣାତ୍ୟରୁ ପଶ୍ଚିମାଞ୍ଚଳକୁ ଯାଇ ପଶ୍ଚିମରୁ ସମୟେ ସମୟେ ଓଡ଼ିଶାକୁ ଆସନ୍ତି। ଏମାନେ ପଶୁପକ୍ଷୀ ପାଳନ, ମୃଗୟା ଓ ଭିକ୍ଷା କରନ୍ତି। ଏମାନଙ୍କ ସ୍ତ୍ରୀମାନେ କାଚମାଳି, ଘାଗରା ଓ କୁର୍ତ୍ତା ପିନ୍ଧନ୍ତି।
- ଗୃହହୀନ Homeless.
- ବେଖାନ୍ଦାନ୍; ଯେ ଘରୁଆ ନୁହେଁ; ଯେ ଭଦ୍ରବଂଶଜ ନୁହେଁ Not of noble family; baseborn
|
| 644 |
ଅଗରୁ |
Also : [ ଅଗରୁଆ ]
- Agaru (ଦେ.ବି. ପ୍ରାଦେ) - ହାଟୁଆ ଶୂଦ୍ର ଜାତିବିଶେଷ Name of a class of ṡūdras
- (ଦେ.ବିଣ.) - ଅଗରୁଆ; ହାଲୁକା; ଯାହା ଗୁରୁ ବା ଭାରି ନୁହେ Light; not heavy.
- (ଦେ.) - ଅଗ୍ରଭାଗରୁ; ଅଗ୍ରଠାରୁ From the top. (ଯଥା - ଅଗରୁ ମୂଳଯାଏ)
|
| 645 |
ଅଗର୍ହିତ |
Also : [ ଅଗରହିତ ]
- Agarhita (ସଂ.ବିଣ.) - ଅନିନ୍ଦିତ Blameless.
- ପ୍ରଶଂସିତ Praiseworthy; praised.
- (ଗ୍ରା.ବି.) - ଉପକାର Benifit.
- ମଙ୍ଗଳ Weal; good.
|