Language Section

 

 

 

 

 

 

Dictionary : View_page

ID Main Word Content
631 ଅଗର୍‌
  1. Agar  (ବୈଦେ.ଅ.) - ଯଦି; ଯଦ୍ୟପି  If; even if.
  2. ମାତ୍ର; କିନ୍ତୁ  But.
  3. ପକ୍ଷାନ୍ତରରେ On the other hand.
  4. କାଠକୁ ଫୋଡ଼ି ବିନ୍ଧ କରିବା ପାଇଁ ବ୍ୟବହୃତ ବଢ଼େଇଙ୍କ ଭଅଁର ଯନ୍ତ୍ର  A carpenter's auger.
  5. (ଗ୍ରା.ବି.) ଅଭ୍ର; ମେଘନାଳ Mica.
  6. (ଦେ.) -ଅଗ୍ରଭାଗର Of the top.
632 ଅଗରଜ
  1. Agaraja (ଦେ.ବି.) - ଗରଜ ବା ଆବଶ୍ୟକତାର ଅଭାବ Want of need or necessity.
633 ଅଗରଜା
  1. Agarajā  (ଦେ.ବିଣ.) ଯେଉଁ ଦୁଧ ଦୁହାଁ ହେଲା ପରେ ନିଆଁ ଉପରେ ଈଷଦୁଷ୍ଣ କରାଯାଇ ନ ଥାଏ (milk) Which has not been warmed just after milking unwarmed.

 [ ଦ୍ର ] ଦୁହାଁ ହେଲା ପରେ ଦୁଧକୁ ଟିକିଏ ଗରଜାଇ ଦେଲେ ବା ଈଷଦୁଷ୍ଣ କଲେ ତାହା ଅଗରଜା ଦୁଧ ଅପେକ୍ଷା ବେଶି ସମୟଯାଏ ଛିଣ୍ଡି ନ ଯାଇ ଅବିକୃତ ରହେ।

634 ଅଗରଜାଏ
  1. Agarajāe (ଦେ.ବିଣ.)ଦେଣା ସୁଝିବାକୁ ସମର୍ଥ; (ଯଥା; ଖାତକ ବା ରଇତ)  Solvent (debtor or tenant).
635 ଅଗରଜିଆ

Also : [ ଅଗରଜୀ

  1. Agarajiā  (ଦେ.ବିଣ.) - ଯେଉଁ ବ୍ୟକ୍ତିର କୌଣସି ବିଷୟରେ ଗରଜ ପଡ଼ି ନ ଥାଏ  Not in want.
  2. ଯେ ଅଭାବଗ୍ରସ୍ତ ନୁହେଁ Not needy
Page 127 of 605



expoodisha.com

 

Other Dictionary