Language Section

 

 

 

 

 

 

Dictionary : View_page

ID Main Word Content
561 ଅଖିଆ
  1. Akhiā  (ଦେ.ବିଣ.)ଯେ ଖାଇ ନାହିଁ Unfed.
  2. (ଦେ.ବି.) ନ ଖାଇବା Not taking any food.
  • ଅଖାଈ (ସ୍ତ୍ରୀ)
562 ଅଖିଆ ଅପିଆ
  1. Akhiā apiā (ଦେ.ବିଣ.) - ଯେ ଖାଦ୍ୟ ଖାଇ ନଥାଏ ଓ ଜଳପାନ କରି ନଥାଏ One who has not taken any food or drink
563 ଅଖିତୃତୀୟା

Also : [ ଅକ୍ଷୟ ତୃତୀୟା, ଅକ୍ଷିତୃତୀୟା ]

  1. Akshitrutīyā (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅକ୍ଷୟପୁଣ୍ୟଯୁକ୍ତା ତୃତୀୟା; ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ।) ବୈଶାଖ ଶୁକ୍ଳତୃତୀୟା; ଅଖିତୃତୀୟା The third day of the bright fortnight of the month of Ba̲i̱ṡākha.
564 ଅଖିନ୍ନ
  1. Akhinna (ସଂ.ବିଣ.) - ଖେଦଶୂନ୍ୟ; ଅଦୁଃଖିତ Griefless; not sorrowful. 
  2. ଅଶ୍ରାନ୍ତ; ଅକ୍ଳାନ୍ତ  Unwearied; untired.
  • ଅଖିନ୍ନା (ସ୍ତ୍ରୀ)
565 ଅଖିମୁଠି

Also : [ ଅକ୍ଷିମୁଠି

  1. Akshimuṭhi (ଦେ.ବି.) - (ସଂ- ଅକ୍ଷୟ+ମୁଷ୍ଟି) ଅକ୍ଷୟ ତୃତୀୟା ଦିନ କୃଷକ ଧାନବୁଣା ଅନୁକୂଳ କରି ଯେଉଁ ବିହନକୁ ପ୍ରଥମେ ହାତମୁଠାରେ ଧରି କିଆରିରେ ବୁଣେ The first handfuls of paddy sown by the cultivator in the field on the Akshaya tṛutīyā day.
Page 113 of 605



expoodisha.com

 

Other Dictionary