Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅକ୍ଷୟ ତୃତୀୟା
Akshaya tṛutīyā
(ସଂ.ବି.)
- (ମଧ୍ୟପଦଲୋପୀ କର୍ମଧା; ଅକ୍ଷୟପୁଣ୍ୟଯୁକ୍ତା ତୃତୀୟା; ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ।)
ବୈଶାଖ ଶୁକ୍ଳତୃତୀୟା; ଅଖିତୃତୀୟା The third day of the bright fortnight of the month of Ba̲i̱ṡākha.