Language Section

 

 

 

 

 

 

Dictionary : View_page

ID Main Word Content
551 ଅଖାଉଟିଆ

 Also : [ ଅଖାଉଟୀ ]

  1. Akhāuṭiā (ଦେ. ବିଣ.) - ଯେଉଁ ବ୍ୟକ୍ତି ଅନ୍ୟଠାରୁ ଖରିଦ କରିବା ଖାଦ୍ୟ ଦ୍ରବ୍ୟକୁ (ଯଥା - ଧାନ, ଚାଉଳ) ନିଜେ ନ ଖାଇ ଲାଭ ପାଇବା ପାଇଁ ବିକ୍ରି କରେ  (a person) Who purchases food-grains etc. to sell at a profit. 
  2. ଯେଉଁ ବ୍ୟକ୍ତି ନିଜର ଖାଦ୍ୟ ସାମଗ୍ରୀ ନିୟମିତ ରୂପେ ବଜାରରୁ କିଣେ ନାହିଁ (କାରଣ ଉକ୍ତ ଫସଲମାନ ସେ ଉତ୍ପାଦନ କରେ)  (a person) Who has not to purchase food-grains from the market for his own consumption.
  3. ଯେଉଁ ବ୍ୟକ୍ତି ନିଜର ପ୍ରସ୍ତୁତ ଖାଦ୍ୟସାମଗ୍ରୀ ବା ନିଜ କ୍ଷେତ୍ରରୁ ଉତ୍ପନ୍ନ ଖାଦ୍ୟ ଶସ୍ୟାଦିକୁ ନିଜେ ନ ଖାଇ ଲାଭ ପାଇଁ ବିକ୍ରି କରେ (a person) Who sells the food-grains or other produce of his land for grain in the market
552 ଅଖାଡ଼ୁ

Also : [ ଅଖାଡ଼ୁଆ ]

  1. Akhāṟḍ̠u  (ଦେ.ବିଣ.)ବିଚାରଶୂନ୍ୟ; ବିବେଚନାଶୂନ୍ୟ Rash; reckless. 
  2. ଅସୁବିଧାଜନକ Inconvenient.
  3. ଅକଡ଼ବାଗିଆ; ଜିଦିଖୋର Obstinate.
553 ଅଖାଡ଼ୁଆ

Also : [ ଅଖାଡ଼ୁ ]

  1. Akhāṟḍ̠uā  (ଦେ.ବିଣ.)ବିଚାରଶୂନ୍ୟ; ବିବେଚନାଶୂନ୍ୟ Rash; reckless. 
  2. ଅସୁବିଧାଜନକ Inconvenient.
  3. ଅକଡ଼ବାଗିଆ; ଜିଦିଖୋର Obstinate.
  • ଅଖାଡ଼େଈ (ସ୍ତ୍ରୀ)
554 ଅଖାତ
  1. Akhāta (ସଂ.ବିଣ.) - ଅଖନିତ; ଯାହା ଖୋଳାଯାଇ ନାହିଁ Undug. 
  2. (ସଂ.ବି.) - ଦେବଖାତ; ପ୍ରାକୃତିକ ଜଳାଶୟ A natural tank; a lake.
  3. (ଭୂଗୋଳ) ଉପସାଗର Bay. (Geography)
555 ଅଖାତର

Also : [ ଅଖାତିର୍‌, ଅଖାତିରୀ ]

  1. Akhātara (ଦେ.ବି.) - ବେଖାତର; ଅସମ୍ମାନ  Disregard.
  2. ଅମାନ୍ୟ Disrespect.
  3. ଅପମାନ Insult.
Page 111 of 605



expoodisha.com

 

Other Dictionary