Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅକ୍ଷିମୁଠି
Also :
[
ଅଖିମୁଠି
]
Akshimuṭhi
(ଦେ.ବି.)
-
(ସଂ- ଅକ୍ଷୟ+ମୁଷ୍ଟି)
ଅକ୍ଷୟ ତୃତୀୟା ଦିନ କୃଷକ ଧାନବୁଣା ଅନୁକୂଳ କରି ଯେଉଁ ବିହନକୁ ପ୍ରଥମେ ହାତମୁଠାରେ ଧରି କିଆରିରେ ବୁଣେ The first handfuls of paddy sown by the cultivator in the field on the Akshaya tṛutīyā day.