Language Section

 

 

 

 

 

 

Dictionary : View_page

ID Main Word Content
486 ଅକ୍ଷିବିକୂଣିତ
  1. Akshibikūṇita (ସଂ.ବି.) - ବାଙ୍କ ଚାହାଣୀ Sideglance. 
  2. କଟାକ୍ଷପାତ Making of faces; looking askance
487 ଅକ୍ଷିଭେଷଜ
  1. Akshibheshaj̄a (ସଂ.ବି.) - (ଏହା ଚକ୍ଷୁରୋଗର ଏକ ପ୍ରକାର ଔଷଧ ବୃକ୍ଷ) ଲୋଧ ବା ଲୋଧ୍ର, ଲୋଧ୍ରିକ Symplocus Racemosa; Symplocus Crataegoides.
488 ଅକ୍ଷିମୁଠି

 Also : [ ଅଖିମୁଠି ]

  1. Akshimuṭhi (ଦେ.ବି.) - (ସଂ- ଅକ୍ଷୟ+ମୁଷ୍ଟି) ଅକ୍ଷୟ ତୃତୀୟା ଦିନ କୃଷକ ଧାନବୁଣା ଅନୁକୂଳ କରି ଯେଉଁ ବିହନକୁ ପ୍ରଥମେ ହାତମୁଠାରେ ଧରି କିଆରିରେ ବୁଣେ The first handfuls of paddy sown by the cultivator in the field on the Akshaya tṛutīyā day. 
489 ଅକ୍ଷିମୁଠି କିଆରି
  1. Akshimuṭhi kiāri (ଦେ.ବି.)କୃଷକ ପ୍ରତିବର୍ଷ ଅକ୍ଷୟତୃତୀୟା ଦିନ ନିର୍ଦ୍ଦିଷ୍ଟ କିଆରିରେ ଅକ୍ଷିମୁଠି ବୁଣେ The field in which the cultivator sows his paddy every year on the Akshaya tṛutīyā day.
490 ଅକ୍ଷିର କ୍ଷୀର
  1. Akshira kshīra (ଦେ.ବି.) - ଲୋତକ; ଲୁହ Tear
Page 98 of 605



expoodisha.com

 

Other Dictionary