| 496 |
ଅକ୍ଷୁଧା |
- Akshudhā (ସଂ.ବିଣ.) - ଅକ୍ଷୁଧର ସ୍ତ୍ରୀଲିଙ୍ଗ Feminine of Akshudha.
- (ସଂ.ବି.) - କ୍ଷୁଧାର ଅଭାବ Want of appetite.
- ଖାଦ୍ୟପ୍ରତି ବିତୃଷ୍ଣା Unwillingness for taking meal.
|
| 497 |
ଅକ୍ଷୁବ୍ଧ |
- Akshubdha (ସଂ.ବିଣ.) - ଅବ୍ୟାକୁଳ Unexcited; unagitated.
- ଶାନ୍ତ Composed; calm.
|
| 498 |
ଅକ୍ଷେତ୍ର |
- Akshetra (ସଂ.ବି.) - ଶସ୍ୟୋତ୍ପାଦନାର୍ଥ ଅନୁପଯୁକ୍ତ ଭୂମି Land unfit for production of crops.
- ଅତି ନିକୃଷ୍ଟ କ୍ଷେତ୍ର Very inferior land.
- ଅପାତ୍ର; ଅସତ୍ପାତ୍ର; ଦାନର ଅଯୋଗ୍ୟ ବ୍ୟକ୍ତି An unfit recipient.
- ଅନୁପଯୁକ୍ତ ବ୍ୟକ୍ତି; ଅଯୋଗ୍ୟ ବ୍ୟକ୍ତି An unfit person.
|
| 499 |
ଅକ୍ଷେମ |
- Akshema (ସଂ.ବି.) - ଅଶୁଭ; ଅମଙ୍ଗଳ Ill; evil.
- (ଗ୍ରା.ବିଣ.) - ଅକ୍ଷମ Unable.
|
| 500 |
ଅକ୍ଷୋଟ୍ଟ |
ଅନ୍ୟନାମ : [ ଅଖ୍ରୋଟ୍, ଚାର୍ତ୍ତଗଜ୍, ଅକ୍ଷୋଟକ; ଅକ୍ଷୋଡ଼; ଆକ୍ଷୋଟ; କର୍ପରାଳ ]
- Akshoṭa (ସଂ.ବି.) - (ଫଳବିଶେଷ) ପାର୍ବତ୍ୟ ବୃକ୍ଷ ଓ ତହିଁର ଫଳ; ଗିରିସମ୍ଭବ ପୀଲୁ ବୃକ୍ଷ ଓ ଫଳ। ଆଖ୍ରୋଟ The walnut; J̄uglans Regia; Aleurites Moluccana (Kirtikar).
- ଦେଶୀ ଆଖ୍ରୋଟ The Indian walnut; the candlenut; Aleurites Triloba.
|