Language Section

 

 

 

 

 

 

Dictionary : View_page

ID Main Word Content
4546 ଅପ୍ରାପ୍ତଯୌବନ
  1. Aprāptaj̄a̲u̲bana   (ସଂ.ବିଣ.) - କିଶୋର; ଯେ ଅବଧି ଯୁବା ହୋଇ ନାହିଁ Adolescent; not yet become adult.
  • ଅପ୍ରାପ୍ତଯୌବନା - (ସ୍ତ୍ରୀ)
4547 ଅପ୍ରାପ୍ତଯୌବନା
  1. Aprāptaj̄a̲u̲banā  (ସଂ.ବିଣ.) - ଅପ୍ରାପ୍ତଯୌବନର ସ୍ତ୍ରୀଲିଙ୍ଗ Feminine of Aprāptaj̄a̲u̲bana.
  2. ଯେଉଁ ବାଳିକାର ଅବଧି ରଜୋଦର୍ଶନ ହୋଇନାହିଁ  (girl) Who has not yet attained maturity.
4548 ଅପ୍ରାପ୍ତଲକ୍ଷଣ
  1. Aprāptalakshaṇa (ସଂ.ବିଣ.) - ଯାହାର କୌଣସି ଲକ୍ଷଣ ବା ଚିହ୍ନ ମିଳି ନାହିଁ  Not yet traced.
4549 ଅପ୍ରାପ୍ତି

Also : [ ଅପ୍ରାପତି ] 

  1. Aprāpti (ସଂ.ବିଣ.) - ନ ମିଳିବା Non-attainment; non receipt.
  2. ଅଭାବ Want.
  3. ଅଲାଭ Non-acquisition; absence of gain.
  4. ଅପ୍ରାପ୍ୟତା; ଦୁର୍ଲଭତା Scarcity.
  5. ଅପ୍ରାପ୍ତ Not got.
  6. ଯାହା ଖୋଜିଲେ ମିଳେ ନାହିଁ - ଦୁଷ୍ପ୍ରାପ୍ୟ Scarce; not to be had.
4550 ଅପ୍ରାପ୍ୟ

Also : [ ଅପ୍ରାପ୍ତବ୍ୟ ]

  1. Aprāpya (ସଂ.ବିଣ.) - ଯାହା ପାଉଣା ନୁହେ Not due.
  2. ଯାହା ପାଇବା ଅସାଧ୍ୟ Unattainable.
  3. ଦୁଷ୍ପ୍ରାପ୍ୟ; ଦୁର୍ଲଭ Scarce.
  4. ଯାହା ମିଳିବା ଅସମ୍ଭବ Not to be had.
  • (ଅପ୍ରାପ୍ୟତା - (ବି.)
Page 910 of 933



expoodisha.com

 

Other Dictionary