| 4541 |
ଅପ୍ରାପତ |
- Aprāpata (ପଦ୍ୟ-ଗ୍ରା.ବିଣ.) - ଅପ୍ରାପ୍ତ Not received.
- ଅଲଭ୍ୟ Not available.
- ଅପ୍ରାପ୍ତି; ନ ପାଇବା; ଅଲାଭ Non-receipt; not getting.
- ଅଭାବ Want.
|
| 4542 |
ଅପ୍ରାପ୍ତ |
- Aprāpata (ସଂ.ବିଣ.) - ଅଲବ୍ଧ; ଯାହା ମିଳି ନାହିଁ Not received; not attained.
- ଅନଧିଗତ; ଯାହାର ନିକଟରେ ଲୋକ ପହଞ୍ଚି ପାରି ନାହିଁ Unreached.
- ଅଲଭ୍ୟ; ଯାହା ମିଳେ ନାହିଁ Not to be got.
|
| 4543 |
ଅପ୍ରାପ୍ତକାଳ |
- Aprāptakāḻa (ସଂ.ବିଣ.) - ଅସମୟୋଚିତ Inopportune.
- ଆକାଳିକ Untimely; unseasonable.
- ଅପ୍ରାପ୍ତବୟସ୍କ; ନାବାଳକ Minor.
|
| 4544 |
ଅପ୍ରାପ୍ତବୟସ୍କ |
- Aprāptabayaska (ସଂ.ବିଣ.) - ଯେ ଉପଯୁକ୍ତ ବୟସ ପ୍ରାପ୍ତ ହୋଇ ନାହିଁ; ନାବାଳକ Minor; not yet come of age.
- ଅପ୍ରାପ୍ତବୟସ୍କା - (ସ୍ତ୍ରୀ)
|
| 4545 |
ଅପ୍ରାପ୍ତବ୍ୟବହାର |
- Aprāptabyabahāra (ସଂ.ବିଣ.) - (ବ୍ୟବହାର ଶାସ୍ତ୍ର ବା ଆଇନର ବିଧାନ ଅନୁସାରେ ନିଜ ବିଷୟ ନିଜେ ବୁଝିବା ଭଳି ଜ୍ଞାନ ବା ଅଧିକାର ଯେ ପାଇ ନାହିଁ) ନାବାଳକ Minor; not yet come of age.
- ଅପ୍ରାପ୍ତବ୍ୟବହାରା - (ସ୍ତ୍ରୀ)
|