Language Section

 

 

 

 

 

 

Dictionary : View_page

ID Main Word Content
4551 ଅପ୍ରାମାଣିକ
  1. Aprāmāṇika (ସଂ.ବିଣ.) - ଯାହା ପ୍ରମାଣସିଦ୍ଧ ନୁହେଁ Unauthentic; not proved.
  2. ପ୍ରମାଣାଭାବରୁ ଯାହା ଅଗ୍ରାହ୍ୟ Inacceptable for want of proof.
  3. ଯାହାକୁ ପ୍ରମାଣସ୍ୱରୁପ ଗ୍ରହଣ କରା ଯାଇ ନ ପାରେ That which cannot be accepted as proof of any matter.
  4. ଯାହା ନଜୀରରୁପେ ଗୃହୀତ ହୋଇ ନ ପାରେ Unauthoritative.
  5. ଯାହା ଘଟିବା ଅସମ୍ଭବ Improbable.
  6. ଯାହାକୁ କେହି ନଜୀରରୁପେ ଗ୍ରହଣ ବା ସ୍ୱୀକାର କରନ୍ତି ନାହିଁ Not accepted by people as an authority.
  • ଅପ୍ରାମାଣିକତା - (ବି.)
4552 ଅପ୍ରାମାଣ୍ୟ

Also : [ ଅପ୍ରାମାଣିକ ] 

  1. Aprāmāṇya (ସଂ.ବିଣ.) - ଯାହାକୁ ପ୍ରମାଣିତ କରା ଯାଇ ନ ପାରେ Unprovable.
  2. ଯାହା ପ୍ରମାଣସିଦ୍ଧ ନୁହେଁ Unauthentic; not proved.
  3. ପ୍ରମାଣାଭାବରୁ ଯାହା ଅଗ୍ରାହ୍ୟ Inacceptable for want of proof.
  4. ଯାହାକୁ ପ୍ରମାଣସ୍ୱରୁପ ଗ୍ରହଣ କରା ଯାଇ ନ ପାରେ That which cannot be accepted as proof of any matter.
  5. ଯାହା ନଜୀରରୁପେ ଗୃହୀତ ହୋଇ ନ ପାରେ Unauthoritative.
  6. ଯାହା ଘଟିବା ଅସମ୍ଭବ Improbable.
  7. ଯାହାକୁ କେହି ନଜୀରରୁପେ ଗ୍ରହଣ ବା ସ୍ୱୀକାର କରନ୍ତି ନାହିଁ Not accepted by people as an authority.
4553 ଅପ୍ରାସଙ୍ଗିକ
  1. Aprāsaṅgika (ସଂ.ବିଣ.) - ପ୍ରସଙ୍ଗ ବହିର୍ଭୂତ Irrelevant.
  2. ଆଲୋଚିତ ପ୍ରସଙ୍ଗ ସଙ୍ଗେ ଯେଉଁ କଥାର ସମ୍ବନ୍ଧ ନାହିଁ Not touching the point at issue.
  • ଅପ୍ରାସଙ୍ଗିକତା - (ବି)
4554 ଅପ୍ରିଓଜନ
  1. Apriojana (ଗ୍ରା.ବି.) -  (ସଂ. ଅପ୍ରୟୋଜନ)  ପ୍ରୟୋଜନର ଅଭାବ Absence of necessity.
  2. ଅପ୍ରୟୋଜନୀୟ; ଅନାବଶ୍ୟକ Unnecessary.
  3. ନିଷ୍ଫଳ Fruitless.
  4. ବୃଥା Vain.
4555 ଅପ୍ରିୟ
  1. Apriya (ସଂ.ବିଣ.) - ଅପ୍ରୀତିକର; (ମନ, ଚକ୍ଷୁ, କର୍ଣ୍ଣାଦିର) ଅରୁଚିକର Unpleasant; disagreeable.
  2. ଅନଭିଳଷିତ Undesirable.
  3. ଅଶୁଭକର; ଅକଲ୍ୟାଣକର Inauspicious.
  4. ଅଶ୍ରଦ୍ଧେୟ Not liked.
  5. କର୍କଶ; କଠୋର Hard; harsh.
  6. ନିଷ୍ଠୁର Cruel.
  7. ଅସୁନ୍ଦର  Not graceful.
  8. କୁତ୍ସିତ Ugly; nasty.
  9. (ସଂ.ବି.) - ଅଶୁଭ; ଅମଙ୍ଗଳ Evil.
  10. କ୍ଷତି Harm; injury.
  11. ନିନ୍ଦା Blame.
  • ଅପ୍ରିୟା - (ସ୍ତ୍ରୀ)
  • ଅପ୍ରିୟତା - (ବି.)
Page 911 of 933



expoodisha.com

 

Other Dictionary