Language Section

 

 

 

 

 

 

Dictionary : View_page

ID Main Word Content
4476 ଅପ୍ରତିଷ୍ଠ
  1. Apratishṭha (ସଂ.ବିଣ.) - ପ୍ରତିପତ୍ତି ରହିତ; ଯଶୋହୀନ Having no reputation or credit or prestige.
  2. ଅବିଖ୍ଯାତ Not famous.
  3. ସ୍ଥିତି ବିହୀନ; ଅସ୍ଥିର; ଟଳଟଳିଆ Unstable; fluctuating.
  4. ଭିତ୍ତିରହିତ Unfounded; having no solid ground.
  5. ଅନିର୍ଣ୍ଣୀତ Unsettled.
  6. ସ୍ଥାପିତ ହୋଇ ନ ଥିବା Not established.
  7. ବିନଶ୍ୱର Perishable.
  8. ପ୍ରତିଷ୍ଠା କରାଯାଇ ନ ଥିବା Not fomally consecrated.
  • ଅପ୍ରତିଷ୍ଠା - (ସ୍ତ୍ରୀ)
4477 ଅପ୍ରତିଷ୍ଠା
  1. Apratishṭhā (ସଂ.ବିଣ.) - ଅପ୍ରତିଷ୍ଠର ସ୍ତ୍ରୀଲିଙ୍ଗ  Feminine of Apratishṭha.
  2. (ସଂ.ବି.) - ଅସ୍ଥିରତା Instability.
  3. ଅପବିତ୍ରୀକୃତ Desecrated; soiled.
  4. ଯେଉଁ ଗୃହ, ତଡ଼ାଗ ବା ଦେବମୂର୍ତ୍ତିର ପ୍ରତିଷ୍ଠା କାର୍ଯ୍ୟ ସମାହିତ ହୋଇ ନାହିଁ Not consecrated (house, tank, idol).
  5. ଅଶୁଚି; ଅପବିତ୍ର Unholy; impure.
4478 ଅପ୍ରତିଷ୍ଠାନ
  1. Apratishṭhāna (ସଂ.ବି.) - ଅସ୍ଥୈର୍ଯ୍ୟ; ଅସ୍ଥିରତା Instability.
  2. (ଅପଯଶ ବା ଅକୀର୍ତ୍ତି) ଯେଉଁଠାରେ ବ୍ୟକ୍ତିର ସମ୍ମାନ ବା ପ୍ରତିଷ୍ଠା ହାନି ହୁଏ କିମ୍ବା କୌଣସି ପ୍ରତିଷ୍ଠା ନଥାଏ Disrepute or infamy: A situation where a person's honor or reputation is damaged, or where they possess no reputation.
  • ଅପ୍ରତିଷ୍ଠିତ - (ବିଣ.)
4479 ଅପ୍ରତିଷ୍ଠିତ

Also : [ ଅପ୍ରତିଷ୍ଠ ]

  1. Apratishṭhita (ସଂ.ବି.) - ପ୍ରତିପତ୍ତି ରହିତ; ଯଶୋହୀନ Having no reputation or credit or prestige.
  2. ଅବିଖ୍ଯାତ Not famous.
  3. ସ୍ଥିତି ବିହୀନ; ଅସ୍ଥିର; ଟଳଟଳିଆ Unstable; fluctuating.
  4. ଭିତ୍ତିରହିତ Unfounded; having no solid ground.
  5. ଅନିର୍ଣ୍ଣୀତ Unsettled.
  6. ସ୍ଥାପିତ ହୋଇ ନ ଥିବା Not established.
  7. ବିନଶ୍ୱର Perishable.
  8. ପ୍ରତିଷ୍ଠା କରାଯାଇ ନ ଥିବା Not fomally consecrated.
4480 ଅପ୍ରତିହତ
  1. Apratihata (ସଂ.ବିଣ.) -  ବିଘ୍ନ ବା ବ୍ୟାଘାତର ଅଭାବ  Absence of obstacle or hindrance.
  2. ବିଘ୍ନରହିତ Free from hindrance; unobstructed. 
  3. ଏହା ସାଧାରଣତଃ କୌଣସି ବ୍ୟକ୍ତିଙ୍କ ଶକ୍ତି, ପ୍ରଭାବ, ସଫଳତା କିମ୍ବା କୌଣସି ପ୍ରାକୃତିକ ପ୍ରବାହକୁ ଦର୍ଶାଇବା ପାଇଁ ଏକ ବିଶେଷଣ (Adjective) ଭାବରେ ବ୍ୟବହାର କରାଯାଏ It is generally used as an adjective to denote a person's power, influence, or success, or a natural flow.
Page 896 of 933



expoodisha.com

 

Other Dictionary